ETV Bharat / city

ଡାକ୍ତରୀ ପିଜି ଆଡମିଶନ ନାଁରେ ଠକେଇ, ଜଣେ ଗିରଫ - ଭୁବନେଶ୍ବର ଖବର

ଡାକ୍ତରୀ ପିଜି ଆଡମିଶନ ନାଁରେ ଠକେଇ । ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଅଧିକ ପଢନ୍ତୁ....

ଡାକ୍ତରୀ ପିଜି ଆଡମିଶନ ନାରେ ଠକେଇ, ଜଣେ ଗିରଫ
ଡାକ୍ତରୀ ପିଜି ଆଡମିଶନ ନାରେ ଠକେଇ, ଜଣେ ଗିରଫ
author img

By

Published : Apr 29, 2021, 9:00 PM IST

ଭୁବନେଶ୍ବର: ଡାକ୍ତରୀ ପିଜି ଆଡମିଶନ ନାଁରେ ଠକେଇ । ଠକକୁ ଗିରଫ କଲା କମିଶନରେଟ ପୋଲିସ । ବିନାୟକ କ୍ଲାସେସ ନାଁରେ ରାଜଧାନୀରେ ଅଫିସ ଖୋଲି ଏପ୍ରକାର ଠକାମି ଚଳାଇଥିବା ବାଲେଶ୍ବରର ଦେବାଶିଷ ମୁଖାର୍ଜୀ ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ ।

ଡାକ୍ତରୀ ପିଜି ଆଡମିଶନ ନାରେ ଠକେଇ, ଜଣେ ଗିରଫ

ଗିରଫ ଅଭିଯୁକ୍ତ ଦେବାଶିଷ ସେଠାରେ ପିଲାଙ୍କୁ ବିଭିନ୍ନ ସିଟ ଆଡମିଶନ କରାଇଦେବ କହି ଠକୁଥିଲା। ଏନଇ ଡକ୍ଟର ଆଶିଶ ନାମକ ଯୁବକ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ। ୬୦ ଲକ୍ଷ ନେଇ ବାଙ୍ଗାଲୋରର ବୈଦେହି କଲେଜରେ ପିଜି ଆଡମିଶନ କରାଇଦେବ କହି ସମ୍ପୃକ୍ତ ଯୁବକ ଧରା ଛୁଆଁ ଦେଇନଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ପୋଲିସ ସମ୍ପୃକ୍ତ ଯୁବକକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ପୋଲିସ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.