ETV Bharat / city

ନାବାଳିକା ଗଣଦୁଷ୍କର୍ମ ଘଟଣା; ମହିଳା କମିଶନରେ ହାଜର ହେଲେ ଘରୋଇ ଚ୍ୟାନେଲ ମୁଖ୍ୟ

author img

By

Published : Sep 21, 2020, 12:16 PM IST

ରାଜଧାନୀର ବହୁଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ମାମଲା । ମହିଳା କମିଶନ ନିକଟରେ ହାଜର ହେଲେ ଏକ ଘରୋଇ ଟିଭି ଚ୍ୟାନେଲର ଏମଡି ।

ଭୁବନେଶ୍ବର : ରାଜଧାନୀର ବହୁଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ମାମଲା । ମହିଳା କମିଶନ ନିକଟରେ ହାଜର ହେଲେ ଏକ ଘରୋଇ ଟିଭି ଚ୍ୟାନେଲର ଏମଡି । ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନୋଟିସ କରିଥିଲେ ରାଜ୍ୟ ମହିଳା କମିସନ ।

ଭୁବନେଶ୍ବର: ରାଜଧାନୀର ବହୁଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ମାମଲା । ମହିଳା କମିଶନ ନିକଟରେ ହାଜର ହେଲେ ଏକ ଘରୋଇ ଟିଭି ଚ୍ୟାନେଲର ଏମଡି । ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନୋଟିସ କରିଥିଲେ ରାଜ୍ୟ ମହିଳା କମିଶନ ।

ନାବାଳିକା ଗଣଦୁଷ୍କର୍ମ ଘଟଣା; ମହିଳା କମିଶନରେ ହାଜର ହେଲେ ଘରୋଇ ଚ୍ୟାନେଲ ମୁଖ୍ୟ

ରାଜଧାନୀର ନାବାଳିକା ଗଣଦୁଷ୍କର୍ମ ମାମଲାରେ ରହସ୍ୟ ବଢିବାରେ ଲାଗିଛି । ଏକ ଘରୋଇ ଗଣମାଧ୍ୟମ ସଂସ୍ଥାକୁ ସପ୍ତାହେ ମଧ୍ୟରେ ହାଜର ହେବାକୁ ନିର୍ଦ୍ଦେଶ ଦେବା ସହ ଘଟଣାରେ କାହିଁକି ଚୁପ ଥିଲେ, କେଉଁ କାରଣରୁ ଏହି ଘଠଣାଟି ଚାପି ଦେବାକୁ ଉଦ୍ୟମ କରିଥିଲେ, ଘଟଣା ଘଟିଲା ପରେ ବି ସେ କଣ ଆଗକୁ ଆସିନଥିଲେ ବୋଲି ପ୍ରଶ୍ନରେ ନିଜର ପକ୍ଷ ରଖିବାକୁ ମହିଳା କମିଶନ ମିନତୀ ବେହେରା ନୋଟିସ ଜାରି କରିଥିଲେ ।

ଭୁବେନଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.