ETV Bharat / city

+3 ନାମଲେଖା ପାଇଁ କେନ୍ଦ୍ରୀୟ ପରିଷଦ ଛାତ୍ରଛାତ୍ରୀଙ୍କ ପାଇଁ ଗାଣିତିକ ସୂତ୍ର

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସହ କେନ୍ଦ୍ରୀୟ ପରିଷଦ ଛାତ୍ରଛାତ୍ରୀଙ୍କ ନମ୍ବର ସମକକ୍ଷ କରିବାକୁ ଗାଣିତିକ ସୂତ୍ର ବାହାର କରିଛି ଉଚ୍ଚଶିକ୍ଷା ବିଭାଗ । ଅଧିକ ପଢନ୍ତୁ...

+3 ନାମଲେଖା ପାଇଁ କେନ୍ଦ୍ରୀୟ ପରିଷଦ ଛାତ୍ରଛାତ୍ରୀଙ୍କ ପାଇଁ ଗାଣିତିକ ସୂତ୍ର
+3 ନାମଲେଖା ପାଇଁ କେନ୍ଦ୍ରୀୟ ପରିଷଦ ଛାତ୍ରଛାତ୍ରୀଙ୍କ ପାଇଁ ଗାଣିତିକ ସୂତ୍ର
author img

By

Published : Sep 18, 2021, 8:38 AM IST

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସହ କେନ୍ଦ୍ରୀୟ ପରିଷଦ ଛାତ୍ରଛାତ୍ରୀଙ୍କ ନମ୍ବର ସମକକ୍ଷ କରିବାକୁ ଗାଣିତିକ ସୂତ୍ର ବାହାର କରାଯାଇଛି । ଯାହା ଯୁକ୍ତ ତିନି ନାମ ଲେଖା ପାଇଁ ବ୍ୟବହାର କରାଯିବ ।

+3 ନାମଲେଖା ପାଇଁ କେନ୍ଦ୍ରୀୟ ପରିଷଦ ଛାତ୍ରଛାତ୍ରୀଙ୍କ ପାଇଁ ଗାଣିତିକ ସୂତ୍ର
+3 ନାମଲେଖା ପାଇଁ କେନ୍ଦ୍ରୀୟ ପରିଷଦ ଛାତ୍ରଛାତ୍ରୀଙ୍କ ପାଇଁ ଗାଣିତିକ ସୂତ୍ର
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସହ କେନ୍ଦ୍ରୀୟ ପରିଷଦ ଛାତ୍ରଛାତ୍ରୀଙ୍କ ନମ୍ବର ସମକକ୍ଷ କରିବାକୁ ଗାଣିତିକ ସୂତ୍ର ବାହାର କରାଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବ୍ୟତୀତ ଅନ୍ୟ କେନ୍ଦ୍ରୀୟ ପରିଷଦର ଛାତ୍ରଛାତ୍ରୀଙ୍କ +3 ନାମଲେଖା ସମୟରେ ମାର୍କ ଗଣନାକୁ ନେଇ ଗାଣିତିକ ନିୟମ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ । ଏନେଇ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଇଛି ବିଭାଗ । ନାମଲେଖା ସମୟରେ ଦ୍ବନ୍ଦ୍ବ ଦେଖାଦେଉଥିବାରୁ କିଭଳି ମାର୍କ ଗଣନା କରାଯିବ, ସେନେଇ ଏହି ନିୟମ ଜାରି କରାଯାଇଛି । କେନ୍ଦ୍ରୀୟ ପରିଷଦ ଛାତ୍ରଛାତ୍ରୀ ନାମଲେଖା ସମୟରେ ଏହି ନିୟମ ଅନୁସାରେ ସେମାନଙ୍କୁ ସୁଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.