ETV Bharat / city

ବିଧାନସଭାରେ ଧାନ ତାତି, ସରକାରଙ୍କୁ ଘେରିଲେ ବିରୋଧୀ - OdishaAssembly

ବିଧାନସଭାରେ ‘ଧାନ’ ଝଡ । ସରକାରଙ୍କୁ ବିରୋଧୀ ଘେରିବା ସହ 16 ଥର ଗୃହ ମୁଲତବୀ । ତେବେ ଏହି ଘଟଣାକୁ ନେଇ ବିଜେଡି ନେତା ମୁହଁ ଖୋଲିବା ସହ ବିରୋଧୀଙ୍କୁ ଜବାବ ଦେଇଛନ୍ତି । ଅଧିକ ଖବର ପଢନ୍ତୁ...

PaddyProcurement in Odisha
ପୁଣି ବିଧାନସଭାରେ ଉଠିଲା ଧାନ ତାତି, ସରକାରଙ୍କୁ ଘେରିଲେ ବିରୋଧୀ
author img

By

Published : Feb 24, 2020, 11:29 PM IST

ଭୁବନେଶ୍ବର: ଧାନ ସଂଗ୍ରହରେ ଅନିୟମିତତା ନେଇ ବିଧାନସଭାରେ ତୁମ୍ଭି ତୋଫାନ । ବିରୋଧୀଙ୍କ ଗର୍ଜନରେ 16 ଥର ଗୃହ ମୁଲତବୀ । 5 ଜିଲ୍ଲାର ମନ୍ତ୍ରୀ ଓ ବିଧାୟକଙ୍କ ବୈଠକ ପରେ ବି ବାହାରି ପାରିଲାନି ନିଷ୍କର୍ସ । ତେବେ ବର୍ତ୍ତମାନ ପରିସ୍ଥିତିରେ ଅନେକ ମଣ୍ଡିରେ ଧାନ ପହଞ୍ଚି ପାରୁ ନାହିଁ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ।

ପୁଣି ବିଧାନସଭାରେ ଉଠିଲା ଧାନ ତାତି, ସରକାରଙ୍କୁ ଘେରିଲେ ବିରୋଧୀ

ତେବେ ଏହି ଘଟଣାକୁ ନେଇ ବିଜେଡି ନେତା ମୁହଁ ଖୋଲିବା ସହ ବିରୋଧୀଙ୍କୁ ଜବାବ ଦେଇଛନ୍ତି । ତାଙ୍କ କହିବା ଅନୁସାରେ ଏହି ସମସ୍ୟା କେବଳ ବିରୋଧୀଙ୍କ । ତେଣୁ ହୋହାଲ୍ଲା ନକରି ଏକାଠି ବସିଲେ ସମାଧାନର ବାଟ ଫିଟିବ ।

ଏହାସହ ରାଜ୍ୟସରକାର ଚାଷୀଙ୍କ ଅସୁବିଧା ଉପରେ ସର୍ବଦା ଯତ୍ନବାନ ରହିଆସିଛନ୍ତି । ତେଣୁ ଗୃହରେ ଅଚଳାବସ୍ଥା ଜାରି ରଖିବା ଆଇନଗତ ନୁହେଁ ବୋଲି ବିଜେଡି ନେତା ଅମର ଶତପଥି କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.