ETV Bharat / city

ପଢିଆସୁନି ଓଡିଆ, କହିପାରୁନାହାଁନ୍ତି ପଣିକିଆ - ଶିକ୍ଷା ବିଭାଗର ବିକଳ ଚିତ୍ର

ଶିକ୍ଷା ବିଭାଗର ବିକଳ ଚିତ୍ର। ଚତୁର୍ଥ ଶ୍ରେଣୀ ପିଲା ଭଲ କରି ଓଡ଼ିଆ ପଢିପାରୁନାହାଁନ୍ତି। ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ 10କ ପଣିକିଆ ବି ବୋଲି ପାରୁନାହାଁନ୍ତି । ଅଧିକ ଖବର ପଢନ୍ତୁ...

ପଢିପାରୁନାହାଁନ୍ତି ଓଡିଆ, କହିପାରୁନାହାଁନ୍ତି ପଣିକିଆ

author img

By

Published : Dec 4, 2019, 2:45 PM IST

ଭୁବନେଶ୍ବର: ଶିକ୍ଷା ବିଭାଗର ବିକଳ ଚିତ୍ର। ସରକାରୀ ବିଦ୍ୟାଳୟରେ କିଭଳି ଚାଲିଛି ପାଠପଢ଼ା। ଆଗରୁ ଗଣମାଧ୍ୟମ ଦେଖାଉଥିଲା ଏବେ ଖୋଦ ଶିକ୍ଷାମନ୍ତ୍ରୀ ଦେଖିଲେ। ଆଉ ସ୍ଥିତି ଦେଖି ମନ୍ତ୍ରୀଙ୍କ ବୁଦ୍ଧି ଅକଲଗୁଡୁମ। ବାସ୍ତବରେ କେଉଁଠି ରହୁଛି ସମସ୍ୟା ସେନେଇ ନିଜକୁ ଏସି ରୁମରେ ଆବଦ୍ଧ ନରଖି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଯାଇଥିଲେ ଭୁବନେଶ୍ବର ଉପକଣ୍ଠ ଜଟଣୀ ବ୍ଳକର ଯାଆଁଳା ନୋଡାଲ ସ୍କୁଲକୁ।

ପଢିପାରୁନାହାଁନ୍ତି ଓଡିଆ, କହିପାରୁନାହାଁନ୍ତି ପଣିକିଆ

ହଠାତ ସ୍କୁଲକୁ ଯିବାବେଳେ ସମୟ 11ଟା ପରେ ହୋଇଥିଲେ ବି ପ୍ରଧାନ ଶିକ୍ଷୟିତ୍ରୀଙ୍କର ଦେଖାନଥିଲା। ପ୍ରଧାନ ଶିକ୍ଷୟିତ୍ରୀ ସାଧ୍ୟରାଣୀ ସେଠ ନିୟମିତ ଭାବେ ବିଳମ୍ବରେ ଆସୁଥିବା ଅଭିଯୋଗ ହୋଇଛି। ସବୁ ଜାଣିବା ପରେ ତାଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। ଏଥିସହିତ ଆଉ କିଛି ଶିକ୍ଷକ ଓ ଶିକ୍ଷୟିତ୍ରୀ ବି ଅନୁପସ୍ଥିତ ଥିବା ଜଣାପଡିଛି ।

ସେହିପରି ପାଠପଢା କଥା ନକହିବା ଭଲ। ଚତୁର୍ଥ ଶ୍ରେଣୀ ପିଲା ଭଲ କରି ଓଡ଼ିଆ ପଢିପାରୁନାହାଁନ୍ତି। ମନ୍ତ୍ରୀ କିଛି ଛାତ୍ରଙ୍କୁ ଏନେଇ ପଚାରିଥିଲେ ହେଲେ କେହି ପଢିପାରୁନଥିଲେ। ସେହିପରି ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ 10କ ପଣିକିଆ ବି ବୋଲି ପାରୁନାହାଁନ୍ତି । ଯାହାକୁ ନେଇ ମନ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି। ଏଥିସହିତ ନିକଟସ୍ଥ ବାହାଦଲ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ମାନ ପରଖିଥିଲେ ଗଣଶିକ୍ଷା ମନ୍ତ୍ରୀ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଶିକ୍ଷା ବିଭାଗର ଅବିକଳ ଚିତ୍ର। ସରକାରୀ ବିଦ୍ୟାଳୟରେ କିଭଳି ଚାଲିଛି ପାଠପଢ଼ା। ଆଗରୁ ଗଣମାଧ୍ୟମ ଦେଖାଉଥିଲା ଏବେ ଖୋଦ ଶିକ୍ଷାମନ୍ତ୍ରୀ ଦେଖିଲେ। ଆଉ ସ୍ଥିତି ଦେଖି ମନ୍ତ୍ରୀଙ୍କ ବୁଦ୍ଧି ଗୁଡୁମ। ବାସ୍ତବରେ କେଉଁଠି ରହୁଛି ସମସ୍ୟା ସେନେଇ ନିଜକୁ ଏସି ରୁମରେ ଆବଦ୍ଧ ନରଖି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଯାଇଥିଲେ ଭୁବନେଶ୍ୱର ଉପକଣ୍ଠ ଜଟଣୀ ବ୍ଳକର ଯାଆଁଳା ନୋଡାଲ ସ୍କୁଲକୁ। ହଠାତ ସ୍କୁଲକୁ ଯିବାବେଳେ ସମୟ 11ଟା ପରେ ହୋଇଥିଲେ ବି ପ୍ରଧାନ ଶିକ୍ଷୟିତ୍ରୀଙ୍କର ଦେଖା ନଥିଲା। ପ୍ରଧାନ ଶିକ୍ଷୟିତ୍ରୀ ସାଧ୍ୟରାଣୀ ସେଠ ନିୟମିତ ଭାବେ ବିଳମ୍ବରେ ଆସୁଥିବା ଅଭିଯୋଗ ହୋଇଛି। ସବୁ ଜାଣିବା ପରେ ତାଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। ଏଥିସହିତ ଆଉ କିଛି ଶିକ୍ଷକ ଓ ଶିକ୍ଷୟି ତ୍ରି ବି ଅନୁପସ୍ଥିତ ଥିବା ଜଣାପଡିଛି।

ସେହିପରି ପାଠପଢା କଥା ନକହିବା ଭଲ। ଚତୁର୍ଥ ଶ୍ରେଣୀ ପିଲା ଭଲ କରି ଓଡ଼ିଆ ପଢିପାରୁ ନାହାଁନ୍ତି। ମନ୍ତ୍ରୀ କିଛି ଛାତ୍ରଙ୍କୁ ଏନେଇ ପଚାରିଥିଲେ ହେଲେ କେହି ପଢିପାରୁ ନଥିଲେ। ସେହିପରି ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ 10 ଖନ୍ଦା ଯାଏ ପଣିକିଆ ବି ବୋଲି ପାରୁ ନାହାଁନ୍ତି। ଯାହାକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏଥିସହିତ ନିକଟସ୍ଥ ବାହାଦଲ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ମାନ ପରଖିଥିଲେ।
Body:KConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.