ETV Bharat / city

ମାରୱାଡି ହୋଲିରେ ମତୁଆଲା ରାଜଧାନୀ

ଆଜି ସକାଳେ ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଖୁବ୍ ଧୁମଧାମରେ ହୋଲି ସେଲିବ୍ରେଟେ କରିଥିଲେ ମାରଓ୍ବାଡି ସୋସାଇଟି । ବିଭିନ୍ନ ରଙ୍ଗରେ ରଙ୍ଗୀନ ହୋଇଥିଲା ପରିବେଶ । ମାରଓ୍ବାଡି ଖାଦ୍ଯର ମଜା ନେଇଥିଲେ ବାସିନ୍ଦା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Mar 22, 2019, 8:47 PM IST

ଭୁବନେଶ୍ବର: ହୋଲି ରଙ୍ଗରେ ମଜିଯାଇଛନ୍ତି ରାଜ୍ୟବାସୀ। ହୋଲିର ମଜା ନେବାରେପଛରେ ନାହାଁନ୍ତି ରାଜଧାନୀବାସୀ । ରାଜଧାନୀର ମାରୱାଡି ସୋସାଇଟି ପକ୍ଷରୁ ସ୍ଥାନୀୟ ପ୍ରଦର୍ଶନୀ ପଡିଆ ଠାରେ ହୋଲି ଉତ୍ସବ ଆୟୋଜିତ କରାଯାଇଥିଲା । ଯେଉଁଥିରେ ରାଜଧାନୀ ବାସିନ୍ଦା କୃତ୍ରିମବର୍ଷା ପାଣିରେ ଭିଜିବା ସହିତ ହୋଲି ଖେଳର ମଜା ନେଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଛୁଆଠୁବୟସ୍କ ପର୍ଯ୍ୟନ୍ତ ରଙ୍ଗ ଓ ପିଚିକାରି ସହିତ ବେଶ୍ ଧୁମଧାମରେ ହୋଲି ପାଳନ କରିଥିଲେ । ଏହା ସହିତ ଏଠାରେ ମାରୱାଡି ସୋସାଇଟି ପକ୍ଷରୁ ଆୟୋଜିତ ଉତ୍ସବରେ ବିଭିନ୍ନ ପ୍ରକାର ମାରୱାଡି ଖାଦ୍ୟର ମଜା ନେବା ସହ ବଲିଉଡ ଓ ଓଲିଉଡ ଗୀତରେ ଝୁମିଥିଲେ ରାଜଧାନୀ ବାସି ।

ଟୋପା ଟୋପା ଝରୁଥିବା ପାଣି ସହିତ ବିଭିନ୍ନ ଗୀତର ଧୁମରେ ମଜିଯାଇଥିଲା ପୁର ପରିବେଶ । ଆଜି ସକାଳ 9ଟାରୁ ଆରମ୍ଭ ହୋଇଥିବା ଏହି ହୋଲି ଉତ୍ସବରେ ହଜାର ହାଜର ସଂଖ୍ୟାରେ ରାଜଧାନୀ ବାସି ଯୋଗ ଦେଇ ଏହାର ଭରପୁର ମଜା ଉଠାଇଥିବାର ଦେଖିବାକୁ ମିଳିଛି ।

ଏହା ପରେ ସନ୍ଧ୍ୟା ସମୟରେ ମାରୱାଡି ସୋସାଇଟି ପକ୍ଷରୁ ପ୍ରଦର୍ଶନୀ ପଡିଆରେ ସଂସ୍କୃତିକ କାର୍ଯ୍ୟକ୍ରମ ସହିତ ମାରୱାଡି ଖାଦ୍ୟର ଆଶର ଜମିବ ବୋଲି ସୂଚନା ମିଳିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:

Filmmaker Karan Johar, who has been slammed by social media users for liking a tweet which trolled superstar Shah Rukh Khan, on Friday apologized saying that there is a technical issue and he will personally never acknowledge such comments.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.