ETV Bharat / city

କଳାହାଣ୍ଡି-କନ୍ଧମାଳ ସୀମାରେ ମାଓ ଅପରେସନ, ୪ ମାଓବାଦୀ ନିହତ

Bhawanipatna: Four Maoists gunned down in an encounter with police at Bhandarangi Sirki forest on Kalahandi-Kandhamal border, informs Kalahandi SP Odisha 4 maoists dead in an exchange of fire that took place between SOG and CPI (Maoist) near Sikri village under Belghar police limits of Kandhamal district today

author img

By

Published : Sep 9, 2020, 2:58 PM IST

Updated : Sep 9, 2020, 5:46 PM IST

କଳାହାଣ୍ଡି-କନ୍ଧମାଳ ସୀମାରେ ମାଓ ଅପରେସନ, ୪ ମାଓବାଦୀ ନିହତ
କଳାହାଣ୍ଡି-କନ୍ଧମାଳ ସୀମାରେ ମାଓ ଅପରେସନ, ୪ ମାଓବାଦୀ ନିହତ

17:38 September 09

14:52 September 09

ମାଓ ଅପରେସନ

ଭୁବନେଶ୍ବର: କଳାହାଣ୍ଡି-କନ୍ଧମାଳ ସୀମାରେ ବଡ ଧରଣର ମାଓ ଅପରେସନ । କଳାହାଣ୍ଡି ପୋଲିସ ଦ୍ବାରା ଡିଭିଏଫ ଓଏସଓଜି ମିଳିତ ଅପରେସନ । ଅପରେସନରେ ଗୁଳିବିନିମୟ ବେଳେ ୪ ମାଓବାଦୀ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ରହିଛନ୍ତି। କଳାହାଣ୍ଡିର ସିର୍କି ଜଙ୍ଗଲରେ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି ।  

ଏନେଇ ଅଧିକ ଫୋର୍ସ ପଠାଯାଇଥିବା ସୂଚନା ରହିଛି । ତେବେ ଆଜି(ବୁଧବାର) ସକାଳେ ମାଓବାଦୀ ଗତିବିଧି ନେଇ ସୂଚନା ଆଧାରରେ କଳାହାଣ୍ଡି ପୋଲିସ ଓ କନ୍ଧମାଳ ପୋଲିସ ସହାୟତାରେ ଅପରେସନ କରାଯାଇଥିଲା । ଅପରେସନରେ  ଦିନ ୧୧ଟା ସମୟରେ ଉଭୟ ପଟୁ ଗୁଳିବିନିମୟ ବେଳେ ୪ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଅନ୍ୟ ଅପରେସନରେ ଆହତ ଯବାନଙ୍କୁ ଉଦ୍ଧାର କରାଯାଇଛି । ଅପରେସନ ଜାରି ରହିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ 

Last Updated : Sep 9, 2020, 5:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.