ETV Bharat / city

ବହିଷ୍କାରକୁ ନେଇ ମୁହଁ ଖୋଲିଲେ ବିଜେପିର ପୂର୍ବତନ ସହ ସଂଗଠନ ମନ୍ତ୍ରୀ ମନ୍ମଥ ମଲ୍ଲିକ - ବିଜେପିରୁ ବହିଷ୍କାର ଖବର

ବହିଷ୍କାରକୁ ନେଇ ମୁହଁ ଖୋଲିଲେ ବିଜେପିର ପୂର୍ବତନ ସହ ସଂଗଠନ ମନ୍ତ୍ରୀ ମନ୍ମଥ ମଲ୍ଲିକ । ଗତ ଜୁନ୍ 14ରେ ଦଳରୁ ବହିଷ୍କାର କରିଥିବା ନେଇ କହିଛନ୍ତି । ଅଧିକ ପଢନ୍ତୁ...

manmath mallick pressmeet
ବହିଷ୍କାରକୁ ନେଇ ମୁହଁ ଖୋଲିଲେ ବିଜେପିର ପୂର୍ବତନ ସହ ସଂଗଠନ ମନ୍ତ୍ରୀ ମନ୍ମଥ ମଲ୍ଲିକ
author img

By

Published : Jul 5, 2021, 10:43 PM IST

ଭୁବନେଶ୍ବର: ବିଜେପିର ପୂର୍ବତନ ସଂଗଠନ ମନ୍ତ୍ରୀ ମନ୍ମଥ ମଲ୍ଲିକଙ୍କ ସାମ୍ବାଦିକ ସମ୍ମିଳନୀ। ଗତ ଜୁନ୍ 14ରେ ଦଳରୁ ବହିଷ୍କାର ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ଦେଇଛନ୍ତି । ବିନା କାରଣରେ ମୋତେ ବହିଷ୍କାର କରାଯାଇଛି ବୋଲି କହିଛନ୍ତି ।

manmath mallick pressmeet
ବହିଷ୍କାରକୁ ନେଇ ମୁହଁ ଖୋଲିଲେ ବିଜେପିର ପୂର୍ବତନ ସହ ସଂଗଠନ ମନ୍ତ୍ରୀ ମନ୍ମଥ ମଲ୍ଲିକ

ଦୀର୍ଘ 26 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ମୁଁ ପାର୍ଟି ପାଇଁ କାମ କରୁଛି। ସଂଘର ବିବିଧ କ୍ଷେତ୍ରରେ ମୁଁ କାର୍ଯ୍ୟ କରୁଥିଲି। ରାଜନୀତି କରିବାକୁ ଆସି ନାହିଁ ସେବା କରିବାକୁ ଆସିଛି। ଦଳରୁ ବହିଷ୍କାର ନେଇ ମୋତେ ବ୍ୟକ୍ତିଗତ ଭାବେ କିଛି ଜଣାଇନାହାନ୍ତି। ଗଣମାଧ୍ୟମରୁ ଜାଣିବା ପରେ ଜୁନ୍ 22 ରେ ଏ ସଂପର୍କରେ ମୁଁ ସଭାପତିଙ୍କୁ ଚିଠି ଲେଖିଥିଲି। କାରଣ କଣ ମୋତେ ଜଣାଇ ନାହାନ୍ତି। ମୋର ଜାଣିବାରେ କୌଣସି ଭୁଲ୍ କରି ନାହିଁ।

ବିନା ସୋ କଜ୍ ଏହା କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ। ତେବେ ମୋତେ ବ୍ୟକ୍ତିଗତ ଭାବେ କିଛି ଜଣାଇ ନଥିବାରୁ ମୁଁ ଦଳରେ ଅଛି ଆଉ ଦଳ ପାଇଁ କାର୍ଯ୍ୟ କରିବି। ଏଣୁ ମୁଁ ଗଣମାଧ୍ୟମ ଜରିଆରେ ସଭାପତିଙ୍କୁ ନିବେଦନ କରୁଛି ଏସଂପର୍କରେ ସ୍ପଷ୍ଟ କରନ୍ତୁ। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ବହିଷ୍କାର କରିଥିଲା ଦଳ।

ଭୁବନେଶ୍ବରରୁ ମନୋରଞ୍ଜନ ଶଂଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.