ETV Bharat / city

ଫେରିଯିବ ମାଲେସିଆ ଜାହାଜ

ଖୁବଶୀଘ୍ର ଫେରିବ ମାଲେସିଆ ଜାହାଜ । ଜାହାଜରେ ଗଚ୍ଛିତ ଥିବା ତେଲକୁ ପ୍ରଥମେ ବାହାର କରିବେ ମାଲିକ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ସେପଟେ ଜାହାଜକୁ ନେବା ପାଇଁ ପୁରୀ ଜିଲ୍ଲାପାଳଙ୍କ ଅନୁମତି ମଧ୍ୟ ନେଇସାରିଛନ୍ତି ଜାହାଜ ମାଲିକ ।

author img

By

Published : Aug 26, 2019, 5:23 PM IST

Updated : Aug 26, 2019, 9:47 PM IST

ଫାଇଲ ଫଟୋ

ଭୁବନେଶ୍ବର: ଚିଲିକା ରାଜହଂସ ନିକଟରେ ଲାଗିଥିବା ମାଲେସିଆ ଜାହାଜକୁ ତୁରନ୍ତ ହଟାଇବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଫେରିଯିବ ମାଲେସିଆ ଜାହାଜ

ଜାହାଜର ମାଲିକଙ୍କୁ ଚିହ୍ନଟ କରାଯାଇଛି । ସେପଟେ ପୁରୀ ଜିଲ୍ଲାପାଳଙ୍କ ଅନୁମତି ମଧ୍ୟ ନେଇଛନ୍ତି ଜାହାଜର ମାଲିକ । ଖୁବଶୀଘ୍ର ସେ ତେଲ ବାହାର କରିବେ । ଏହା ପରେ ଜାହାଜ ନେବେ ବୋଲି କହିଛନ୍ତି ମନ୍ତ୍ରୀ । ଜାହାଜଟି ବାଂଲାଦେଶ ଅଭିମୁଖେ ଗତି କରୁଥିଲା ବେଳେ ଘୂର୍ଣ୍ଣିଝଡ ସମ୍ମୁଖୀନ ହୋଇ ଭୁଲପଥରେ ଚାଲିଆସି ଚିଲିକାରେ ଲାଗିଥିଲା । ପରେ ଜାହାଜଟି ମାଲେସିଆର ବୋଲି ଚିହ୍ନଟ ହୋଇଥିବା ମନ୍ତ୍ରୀ କହିଛନ୍ତି ।

ଏପଟେ ପୁରୀ ଜିଲ୍ଲାପାଳ କହିଛନ୍ତି, ଏହା ଉପରେ ନଜର ରହିଛି l ଜାହାଜରୁ ତେଲ ଲିକ୍ ହେବା ଆଶଙ୍କା ଥିବାରୁ ତେଲ କାଢିବାକୁ ନିର୍ଦ୍ଦେଶ ଦିଆଯାଇଛି । ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ୍ୟୁଓର ଅନୁସାରେ କାମ କରାଯାଇ ଜାହଜକୁ ମାଲେସିଆ ପଠାଯିବ ।

ଭୁବନେଶ୍ବରରୁ ତପନ ଦାସ ଓ ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ପୁରୀ ର ରାଜହଂସ ନିକଟରେ ଲାଗିଥିବା ମାଲେସି ଜାହାଜ ତୁରନ୍ତ ସେଠାରୁ ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।ଏହା ସହ ମାଲିକ ଚିହ୍ନଟ ହୋଇସାରିଛି ।ପୁରୀ ଜିଲ୍ଲାପାଳଙ୍କ ପରିମିଶନ ନେଇ ସାରିଛନ୍ତି ।ଖୁବଶୀଘ୍ର ସେ ତେଲ ବାହାର କରିବେ ,ଏହା ପରେ ଜାହାଜ ନେବେ ବୋଲି କହିଛନ୍ତି ମନ୍ତ୍ରୀ ।Body:ଜାହାଜ ବାଂଲାଦେଶ ଯାଇଥିଲା ବାତ୍ୟା ଫଳରେ ଭୁଲପଥରେ ପୁରୀ ରେ ଲାଗିଛି ।ଯାଯଜ ଟି ମାଲେସିଆ ର ବୋଲି ଚିହ୍ନଟ ହୋଇଥିବା ମନ୍ତ୍ରୀ କହିଛନ୍ତି ।

ସୂଚନା ଅନୁସାରେ ଗତମାସ ରେ ମାଲେସିଆ ର ଏକ ଜାହାଜ ପୁରୀ ଠାରେ ଲାଗିତିଲା l Conclusion:ପୁରୀ ଜିଲାପାଳ ଏହା ଉପରେ ନଜର ରଖିଥିଲେ l ଜାହାଜରୁ ତେଲ ଲିକ୍ ହେବାର ନଜର ରଖିଥିଲା ପୁରୀ ଜିଲ୍ଲା ପ୍ରଶାସନ l ଆମେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ୍ୟୁଓର ଅନୁସାରେ କାମ କରାଯାଇ ଜାହଜକୁ ମାଲେସିଆ ପଠାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।
Last Updated : Aug 26, 2019, 9:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.