ETV Bharat / city

ମେକ ଇନ ଓଡିଶା ପ୍ରତିଶ୍ରୁତି, ସଚିବାଳୟରେ 22ଟି ପ୍ରକଳ୍ପର ଉଦଘାଟନ

ରାଜ୍ୟ ସରକାରଙ୍କ ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ଓଡିଶାରେ ନିବେଶ ପାଇଁ ପ୍ରତିଶ୍ରୁତି ଦେଇଥିବା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ହୋଇଛି । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ଏହି ଉଦଘାଟନ ହୋଇଛି ।

author img

By

Published : Aug 7, 2019, 3:30 PM IST

ଫାଇଲ ଫଟୋ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ଓଡିଶାରେ ନିବେଶ ପାଇଁ ପ୍ରତିଶ୍ରୁତି ଦେଇଥିବା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ହୋଇଛି । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ଏହି ଉଦଘାଟନ ହୋଇଛି।

ସପ୍ତମ ପର୍ଯ୍ୟାୟରେ ମୋଟ 12 ଟି ପ୍ରକଳ୍ପର ଶୁଭ ଉଦଘାଟନ ସହ 10 ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ମୋଟ 4461 କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଯେଉଁଥିରେ ମୋଟ 9 ହଜାର 230 ଜଣ ନିଯୁକ୍ତି ପାଇବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମେକ ଇନ ଓଡିଶାର 202 ପ୍ରକଳ୍ପକୁ ଅନୁମତି ମିଳିଥିଲା । 4 ଲକ୍ଷ 23 ହଜାର ପୁଞ୍ଜିନିବେଶ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । 202 ପ୍ରକଳ୍ପରୁ ଏବେ ସୁଦ୍ଧା 61ଟି ପ୍ରକଳ୍ପ ଅନୁମତି ପାଇଥିବା ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟ ସରକାରଙ୍କ ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ଓଡ଼ିଶାରେ ନିବେଶ ପାଇଁ ପ୍ରତିଶ୍ରୁତି ଦେଇଥିବା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ହୋଇଛି। ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ଏହି ଉଦଘାଟନ ହୋଇଛି।
ସପ୍ତମ ପର୍ଯ୍ୟାୟରେ ମୋଟ 12 ଟି ପ୍ରକଳ୍ପର ଶୁଭ ଉଦଘାଟନ ସହ 10 ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ମୋଟ 4461 କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଏଥିରେ ମୋଟ 9 ହଜାର 230 ଜଣ ନିଯୁକ୍ତି ପାଇବେ।।

Body:ମେକ ଇନ ଓଡ଼ିଶାର 202 ପ୍ରକଳ୍ପକୁ ଅନୁମତି ମିଳିଥିଲା। 4 ଲକ୍ଷ 23 ହଜାର ପୁଞ୍ଜିନିବେଶ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। 202 ପ୍ରକଳ୍ପରୁ ଏବେସୁଦ୍ଧ 61ଟି ପ୍ରକଳ୍ପ ଅନୁମତି ପାଇଛି। ଶିଳ୍ପ ସଚିବ ସଂଜୀବ ଚୋପ୍ରାଙ୍କ ସୂଚନା।
ବାଇଟ - ଦିବ୍ୟଶଙ୍କର ମିଶ୍ର, ଶିଳ୍ପ ମନ୍ତ୍ରୀ
ବାଇଟ- ସଂଜୀବ ଚୋପ୍ରା, ଶିଳ୍ପ ସଚିବ
ବାଇଟ- ରାଜୀବ ମିତ୍ତଳ, ନିର୍ଦ୍ଦେଶକ, ଆରତୀ ଷ୍ଟିଲConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.