ETV Bharat / city

IPSସ୍ତରରେ ବଦଳି; ଟ୍ରାକକୁ ଫେରିଲେ ସୁଧାଂଶୁ ଷଡଙ୍ଗୀ, ଢେଙ୍କାନାଳ SP ହେଲେ ଏଲ ଦିବ୍ୟା

ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଅଧିକ ପଢନ୍ତୁ

IPS Transfer in state
ଆଇପିଏସ ସ୍ତରରେ ଅଦଳବଦଳ
author img

By

Published : Nov 17, 2021, 9:46 PM IST

ଭୁବନେଶ୍ବର: ଆଇପିଏସ ସ୍ତରରେ ଅଦଳବଦଳ। ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ରାଜ୍ୟ ସରକାରଙ୍କ ସାଧାରଣ ଓ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

୧୯୮୮ ବ୍ୟାଚ୍‍ ଆଇପିଏସ୍‍ ବିନୟାନନ୍ଦ ଝାଙ୍କୁ ଗୃହ ବିଭାଗର ଓଏସ୍‍ଡି ଭାବେ ନିଯୁକ୍ତ ମିଳିଛି । ୧୯୮୯ ବ୍ୟାଚ୍‍ ଆଇପିଏସ୍‍ ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ଓଏଚ୍‍ଆରସିର ଅତିରିକ୍ତ ପୁଲିସ୍‍ ମହାନିର୍ଦ୍ଦେଶ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ୧୯୯୦ ବ୍ୟାଚ୍‍ ଆଇପିଏସ୍‍ ସୁଧାଂଶୁ ଷଡଙ୍ଗୀଙ୍କୁ ରେଳବାଇ ପୋଲିସ୍‍ ଓ ଉପକୂଳ ସୁରକ୍ଷା ଦାୟିତ୍ୱ ଦିଆଯାଇଛି ।

IPS
IPSସ୍ତରରେ ବଦଳି; ଟ୍ରାକକୁ ଫେରିଲେ ସୁଧାଂଶୁ ଷଡଙ୍ଗୀ, ଢେଙ୍କାନାଳ SP ହେଲେ ଏଲ ଦିବ୍ୟା

୨୦୦୩ ବ୍ୟାଚ୍‍ ଆଇପିଏସ୍‍ ସଫିନ ଅହମ୍ମଦ ଅଗ୍ନିଶମ ଏବଂ ଗୃହରକ୍ଷୀ ବିଭାଗର ଆଇଜିପି ନିଯୁକ୍ତ ମିଳିଛି । ୨୦୧୩ ବ୍ୟାଚ୍‍ ଆଇପିଏସ୍‍ ଏଲ.ଦିବ୍ୟାଙ୍କୁ ଢେଙ୍କାନାଳ ଏସ୍‍ପି ଭାବେ ନିଯୁକ୍ତି ଦିଆଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.