ETV Bharat / city

ରାଜ୍ୟରେ ଆଇଏଫଏସ ସ୍ତରରେ ବଡ ଧରଣର ଅଦଳବଦଳ , ବଦଳିଲେ 25 ଅଧିକାରୀ - major changes at the IFS leve

ରାଜ୍ୟରେ ଆଇଏଫଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ 25 ଅଧିକାରୀ
ରାଜ୍ୟରେ ଆଇଏଫଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ 25 ଅଧିକାରୀରାଜ୍ୟରେ ଆଇଏଫଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ 25 ଅଧିକାରୀ
author img

By

Published : Jun 9, 2021, 5:30 PM IST

Updated : Jun 10, 2021, 12:36 PM IST

17:26 June 09

ରାଜ୍ୟରେ ଆଇଏଫଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ 25 ଅଧିକାରୀ

ଭୁବନେଶ୍ବର: ରାଜ୍ୟ ସରକାର ବନସେବା ଅଧିକାରୀ ବା IFS ସ୍ତରରେ ବଡ ଧରଣରର ଅଦଳବଦଳ କରିଛନ୍ତି । 24 ଆଇଏଫଏସ ଅଧିକାରୀଙ୍କ ବଦଳି ହୋଇଛି । 1987 ବ୍ୟାଚର ଆଇଏଫଏସ ଏସ.କେ ପୋପଲିଙ୍କୁ ପିସିସିଏଫ ଭାବେ ଦାୟିତ୍ବ ଦିଆଯାଇଛି ।

IFS ଅଧିକାରୀ ଉମା ନନ୍ଦୁରୀଙ୍କୁ APCCF ଭାବେ ନିଯୁକ୍ତ କରାଯାଇଛି । ସେ ନୋଡାଲ ଅଫିସର ଓ ଆଡିସିନାଲ ଚାର୍ଜର CE, OMBADC ଭାବେ ଦାୟିତ୍ବ ତୁଲାଇବେ । ଏହାସହ IFS ଅଧିକାରୀ ପ୍ରେମ କୁମାର ଝା APCCAF, CEOର ଅତିରିକ୍ତ ଦାୟିତ୍ବ ତୁଲାଇବେ । ସେହିପରି ରମେଶ ଚନ୍ଦ୍ର ସେଠୀଙ୍କୁ CCF ଓ PCCF, ଅମିତାଭ ବର୍ମାଙ୍କୁ CCF ଓ PD,  

ସୁଦର୍ଶନ ପାତ୍ରଙ୍କୁ କଟକର CAF, ଅଶ୍ବୀନ କୁମାର କରଙ୍କୁ ଭବାନୀପାଟଣାର ଆସିସିଏଫ, ସୁଦୀପ ନାୟକଙ୍କୁ ଅନୁଗୁଳ ଓଏଫଆରସି ନିର୍ଦ୍ଦେଶକ, ଅରୁଣ କୁମାର ମିଶ୍ରଙ୍କୁ ରାଉରକେଲା ଆରସିସିଏଫ, ସୁଦୀପ ନାୟକଙ୍କୁ ଅନୁଗୁଳ ଓଏଫଆରସି ନିର୍ଦ୍ଦେଶକ, ପ୍ରସନ୍ନ କୁମାର ସାହୁଙ୍କୁ ସମ୍ବଲପୁରର ସିଏଫ, ମିହିର କୁମାର ବିଶ୍ୱାଳଙ୍କୁ ସିଏଫ ଓ ପିସିସିଏଫ ଭାବେ ଦାୟିତ୍ୱ ଦିଆଯାଇଛି ।

ସେହିପରି IFLS ଅଧିକାରୀ କେଦାର କୁମାର ସାହୁଙ୍କୁ ଭୁବନେଶ୍ବରର ସିଏଫ ଓ ପିସିସିଏଫ, ପ୍ରଦିପ୍ତ କୁମାର ସାହୁଙ୍କୁ ରାଜ୍ୟର ସିଏଫ ଓ ପିସିସିଏଫ, ସତ୍ୟନାରାୟଣ ବେହୁରାଙ୍କୁ ସିଏଫ ଓ ପିସିସିଏଫ, ଦିଲ୍ଲୀପ କୁମାର ସାହୁଙ୍କୁ ସିଏଫ ଓ ପିସିସିଏଫ, ହର୍ଷ ବର୍ଦ୍ଧନ ଉଦଗତଙ୍କୁ ଭୁବନେଶ୍ବରର ଡିସିଏଫ ଓ ପିସିସିଏଫ, ସଞ୍ଜିତ କୁମାରଙ୍କୁ ନନ୍ଦନକାନନର ନିର୍ଦ୍ଦେଶକ, ସଞ୍ଜୟ କୁମାର ସ୍ବାଇଁଙ୍କୁ କଟକର ଡିଏଫଓ, ଯଜ୍ଞଦତ୍ତ ପତ୍ତିଙ୍କୁ ରାଜନଗରର ଡିଲଫଓ, ନିତିଶ କୁମାରଙ୍କୁ ବଲାଙ୍ଗିରର ଡିଏଫଓ, ପି ଦେବିଦାଶଙ୍କୁ ସୁନ୍ଦରଗଡର ଡିଏଫଓ, ସନ୍ଦିପଙ୍କୁ କଳାହାଣ୍ଡିର ଡିଏଫଓ, ପ୍ରତାପ କୋଟପାଲିଙ୍କୁ ମାଲକାନଗିରିର ଡିଏଫଓ ଭାବେ ଦାୟିତ୍ବ ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jun 10, 2021, 12:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.