ETV Bharat / city

ସ୍ମିତାରାଣୀ ମୃତ୍ୟୁ ଘଟଣା; ସିବିଆଇ ତଦନ୍ତ ଦାବି କଲା ମହିଳା କଂଗ୍ରେସ

author img

By

Published : Oct 31, 2019, 4:12 PM IST

ଧର୍ମଶାଳା ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ । ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କରି ତଦନ୍ତ ଦାବି କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଧର୍ମଶାଳା ହରିଦାସପୁର ପଞ୍ଚାୟତ ପିଇଓ ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜନୀତି ଥମିବା ନା ନେଉନାହିଁ । ବିରୋଧୀ କଂଗ୍ରେସ ଏହି ଘଟଣାରେ ରାଜରାସ୍ତାକୁ ଓହ୍ଲାଇ ସିବିଆଇ ତଦନ୍ତ ଦାବି କରିଛି । ଆଜି ରାଜଭବନ ସମ୍ମୁଖରେ ଦଳ ପ୍ରତିବାଦ କରିବା ସହିତ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଛି । ପୋଲିସ, ଜିଲ୍ଲା ପ୍ରଶାସନ, ବିଜେଡି ଭୂମିକାକୁ ନେଇ ଦଳ ପ୍ରଶ୍ନ ଉଠାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କଂଗ୍ରେସ କହିଛି ଏସପି ଯେଉଁ କାହାଣୀ କହିଲେ ତାହା ଗ୍ରହଣଯୋଗ୍ୟ ନୁହେଁ । ତେଣୁ ଏହାର ନିରରେକ୍ଷ ତଦନ୍ତ ଦରକାର । ମହିଳା କଂଗ୍ରେସ ଏହି ପ୍ରତିବାଦ ସଭା କରିଥିବା ବେଳେ ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକଓ ଦଳୀୟ ନେତାମାନେ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଧର୍ମଶାଳା ହରିଦଶପୁର ପଂଚାୟତ ପିଇଓ ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜନୀତି ଥମିବା ନାଁ ନେଉନି। ବିରୋଧୀ କଂଗ୍ରେସ ଏହି ଘଟଣାରେ ରାଜରାସ୍ତାକୁ ଓହ୍ଲାଇ ସିବିଆଇ ତଦନ୍ତ ଦାବି କରିଛି। ରାଜଭବନ ସମ୍ମୁଖରେ ଦଳ ପ୍ରତିବାଦ କରିବା ସହିତ ରାଜ୍ୟପାଳ ଙ୍କୁ ଦାବିପତ୍ର ଦେଇଛି। ପୋଲିସ, ଜିଲ୍ଲା ପ୍ରଶାସନ, ବିଜେଡି ଭୂମିକା କୁ ନେଇ ଦଳ ପ୍ରଶ୍ନ ଉଠାଇଛି। କହିଛି ଏସପି ଯେଉଁ କାହାଣି କହିଲେ ତାହା ଗ୍ରହଣଯୋଗ୍ୟ ନୁହେଁ। ତେଣୁ ଏହାର ସବିଶେଷ ତଦ5ଦରକାର। ଆଜିର ପ୍ରତିବାଦ ସଭା ମହିଳା କଂଗ୍ରେସ ଡାକିଛି। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ।

Body:ବାଇଟ ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି
ବାଇଟ ମହମ୍ମଦ ମୁକିମ, କଂଗ୍ରେସ ବିଧାୟକ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.