ଭୁବନେଶ୍ବର: ମାହାଙ୍ଗା ବିଜେପି ନେତାଙ୍କ ହତ୍ୟା ଘଟଣାକୁ ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ମାମଲା ରୁଜୁ । ବିଜେପି ଯୁବ ମୋର୍ଚ୍ଚା ଆଜି(ମଙ୍ଗଳବାର) କ୍ୟାପିଟାଲ ଥାନାରେ ଏନେଇ ଏକ ମାମଲା ରୁଜୁ କରିଛି ।
ମାହାଙ୍ଗା ମର୍ଡର ମିଷ୍ଟ୍ରି: ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ମାମଲା ରୁଜୁ - ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ମାମଲା
ମାହାଙ୍ଗା ଡବଲ୍ ମର୍ଡର ଘଟଣାକୁ ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମରେ ମାମଲା ରୁଜୁ କଲା ବିଜେପି ଯୁବ ମୋର୍ଚ୍ଚା । ଅଧିକ ପଢନ୍ତୁ...
ମାହାଙ୍ଗା ମର୍ଡର କେସ: ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ମାମଲା ରୁଜୁ
ଭୁବନେଶ୍ବର: ମାହାଙ୍ଗା ବିଜେପି ନେତାଙ୍କ ହତ୍ୟା ଘଟଣାକୁ ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ମାମଲା ରୁଜୁ । ବିଜେପି ଯୁବ ମୋର୍ଚ୍ଚା ଆଜି(ମଙ୍ଗଳବାର) କ୍ୟାପିଟାଲ ଥାନାରେ ଏନେଇ ଏକ ମାମଲା ରୁଜୁ କରିଛି ।
Last Updated : Jan 5, 2021, 9:52 PM IST