ETV Bharat / city

‘ ମନରେଗାରେ ଚାଲିଛି ମହାଦୁର୍ନୀତି, ମଣିଷ ବଦଳରେ କାମ କରୁଛି ମେସିନ’

author img

By

Published : Aug 5, 2021, 10:17 PM IST

ମନରେଗା ଯୋଜନାରେ ରାଜ୍ୟସାରା ଚାଲିଛି ଦୁର୍ନୀତି । ମଣିଷ ବଦଳରେ କାମ କରୁଛି ମେସିନ କହି ସରକାରକୁ ଟାର୍ଗେଟ କଲେ ସୁର । ଅଧିକ ପଢନ୍ତୁ....

‘ ମନରେଗାରେ ଚାଲିଛି ମହାଦୁର୍ନୀତି, ମଣିଷ ବଦଳରେ କାମ କରୁଛି ମେସିନ’
‘ ମନରେଗାରେ ଚାଲିଛି ମହାଦୁର୍ନୀତି, ମଣିଷ ବଦଳରେ କାମ କରୁଛି ମେସିନ’

ଭୁବନେଶ୍ବର: ଗାଁ ଗହଳିରେ ଗରିବ, ଦିନ ମଜୁରିଆ ଲୋକଙ୍କୁ ଦୈନିକ କାମ ଯୋଗାଇବା ଉଦ୍ଦେଶ୍ୟରେ କଂଗ୍ରେସ ସରକାର ଆରମ୍ଭ କରିଥିଲେ ମନରେଗା ଯୋଜନା । କିନ୍ତୁ ଆଜି ସେହି ମନରେଗାକୁ ନେଇ ରାଜ୍ୟ ସରକାର ଦୁର୍ନୀତିରେ ବୁଡି ରହୁଛନ୍ତି । ସରକାରୀ ଦଳର ନେତା, ମନ୍ତ୍ରୀ ଏହି ଦୁର୍ନୀତିରେ ସାମିଲ ଅଛନ୍ତି । ସଧାରଣ ଖଟିଖିଆ ସେମାନଙ୍କ ହକ ହରାଉଛନ୍ତି । ଏପରି ଭାବେ ରାଜ୍ୟକୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ।

ସୁର କହିଛନ୍ତି, ସାଧାରଣ ଲୋକଙ୍କ ପାଇଁ ମନରେଗା ଆରମ୍ଭ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଶ୍ରମିକ ଖଟିଖିଆ ମାନଙ୍କ ପୋଷଣ କରିବା ପରିବର୍ତ୍ତେ ଶାସକ ଦଳର କର୍ମୀ, ନେତା ନିଜ ଫାଇଦା ଉଠାଇ ଚାଲିଛନ୍ତି । ଶ୍ରମଦାନ ପରିବର୍ତ୍ତେ ଜେସିବି ମେସିନ ,ଟ୍ରାକ୍ଟରରେ କାମ କରାଯାଉଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.