ETV Bharat / city

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ: ସାରା ରାଜ୍ୟରେ ବର୍ଷା ଜାରି

ସାରା ରାଜ୍ୟକୁ କଲବଲ କରିଛି ଲଗାଣ ବର୍ଷା । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିଛି।

low pressure, continuos rain in odisha, rain in odisha, weather report, bhubaneswar latest news, ଲଘୁଚାପ, ରାଜ୍ୟରେ ଲଗାଣ ବର୍ଷା, ରାଜ୍ୟରେ ବର୍ଷା, ପାଣିପାଗ ଖବର, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌
ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ: ସାରା ରାଜ୍ୟରେ ବର୍ଷା ଜାରି
author img

By

Published : Aug 20, 2020, 2:02 PM IST

ଭୁବନେଶ୍ବର: ସାରା ରାଜ୍ୟକୁ କଲବଲ କରିଛି ଲଗାଣ ବର୍ଷା । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିଛି। ଭୁବନେଶ୍ବର-କଟକ ଟ୍ଵିନ ସିଟିର ବିଭିନ୍ନ ଅଞ୍ଚଳରେ ଏନେଇ ପ୍ରବଳ ବର୍ଷା ଜାରି ରହିଛି । ଗତ 24 ଘଣ୍ଟା ଭିତରେ ରାଜ୍ୟରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଥିବା ଦେଖାଯାଇଛି।

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ: ସାରା ରାଜ୍ୟରେ ବର୍ଷା ଜାରି
low pressure, continuos rain in odisha, rain in odisha, weather report, bhubaneswar latest news, ଲଘୁଚାପ, ରାଜ୍ୟରେ ଲଗାଣ ବର୍ଷା, ରାଜ୍ୟରେ ବର୍ଷା, ପାଣିପାଗ ଖବର, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌
ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ: ସାରା ରାଜ୍ୟରେ ବର୍ଷା ଜାରି

କଟକ ଜିଲ୍ଲା ସାଲେପୁରରେ ସର୍ବାଧିକ 83 ମିମି ବର୍ଷା ରେକର୍ଡ କରାଯାଇଛି । ତେବେ ଭୁବନେଶ୍ବର ଓ କଟକରେ ଆସନ୍ତା 24 ଘଣ୍ଟା ମଧ୍ୟରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ଭୁବନେଶ୍ବରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.