ETV Bharat / city

ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ଲୋକସେବା ଭବନ ଉଦ୍ୟାନ

ଆସନ୍ତା 11, 12, 19, 25, 26 ତାରିଖରେ ଖୋଲା ରହିବ ଲୋକସେବା ଭବନ ଉଦ୍ୟାନ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ପ୍ରକାଶ ପାଇଛି ବିଜ୍ଞପ୍ତି। ଶୀତ ଦିନିଆ ବିଭିନ୍ନ କିସମର ଫୁଲରେ ଉଦ୍ୟାନ ଅତ୍ୟନ୍ତ ମନୋରମ ରୂପ ଧାରଣ କରିଛି।

author img

By

Published : Jan 10, 2020, 5:14 PM IST

garden-will-open
garden-will-open

ଭୁବନେଶ୍ବର: ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ଲୋକସେବା ଭବନ ଉଦ୍ୟାନ। ଆସନ୍ତା 11, 12, 19, 25, 26 ତାରିଖରେ ଏହା ଲୋକଙ୍କ ପାଇଁ ଖୋଲା ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି।

ଶୀତ ଦିନିଆ ବିଭିନ୍ନ କିସମର ଫୁଲରେ ଉଦ୍ୟାନ ଅତ୍ୟନ୍ତ ମନୋରମ ରୂପ ଧାରଣ କରିଛି। ଏହି ତାରିଖରେ ଦିନ 3ଟାରୁ 5ଟା 30 ଯାଏ ଖୋଲା ରହିବ ଲୋକସେବା ଭବନ ଉଦ୍ୟାମ। ଦର୍ଶକ ଏହି ପୁଷ୍ପ ଉଦ୍ୟାନକୁ ଆସି ଏହାର ଶୋଭା ଉପଭୋଗ କରିବେ।

ଏହି ଦିନରେ ଉଦ୍ୟାନ ଖୋଲା ରଖିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକସେବା ଭବନର 1ନଂ ଗେଟ ଦେଇ ପ୍ରବେଶ କରିବେ ସାଧାରଣ ଲୋକେ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଲୋକସେବା ଭବନର ଗାର୍ଡେନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଆସନ୍ତା 11, 12, 19, 25, 26 ତାରିଖରେ ଏହା ଖୋଲା ରହିବ। ଶୀତ ଦିନିଆ ବିଭିନ୍ନ କିସମର ଫୁଲରେ ଉଦ୍ୟାନ ଅତ୍ୟନ୍ତ ମନୋରମ ରୂପ ଧାରଣ କରିଛି। ଏହି ଦିନ 3ଟାରୁ 5ଟା 30 ଯାଏ ଖୋଲା ରହିବ ଉଦ୍ୟାନ। ଲୋକସେବା ଭବନର 1 ନଂ ଗେଟ ଦେଇ ପ୍ରବେଶ କରି ହେବ।Body:KConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.