ଭୁବନେଶ୍ବର: ଗୃହ ମନ୍ତ୍ରଣାଳୟ ଘୋଷଣା କଲା ପୋଲିସ ପଦକ ତାଲିକା । ଓଡିଶାର ୨୨ଜଣ ପୋଲିସ କର୍ମଚାରୀ ତାଲିକାରେ ପାଇଛନ୍ତି ସ୍ଥାନ । ସେମାନଙ୍କ ମଧ୍ୟରେ ଓଡିଶାର ୯ଜଣ ପୋଲିସ କର୍ମଚାରୀଙ୍କୁ ସାହସିକତା ମେଡାଲ। ୨ ଜଣଙ୍କୁ ବିଶିଷ୍ଟ ସେବା ନିମନ୍ତେ ରାଷ୍ଟ୍ରପତି ପୋଲିସ ପଦକ ପାଇଁ ବିବେଚିତ ହୋଇଛନ୍ତି । ସେହିପରି ୧୧ ଜଣ ପୋଲିସ କର୍ମଚାରୀ ପ୍ରଶଂସନୀୟ ସେବା ପଦକ ପାଇଁ ବିବେଚିତ ହୋଇଛନ୍ତି । ଆସନ୍ତା ଅଗଷ୍ଟ 15ରେ ହେବେ ସମ୍ମାନିତ ।
୯ ଜଣଙ୍କୁ ସାହସିକତା ମେଡାଲ
1.ସ୍ବର୍ଗତ ଜୟରାମ କବାଶି ,OAPF
2. ରିଷିକେଶ ଖିଲାରି , IPS
4. ବନ୍ଧୁ ହନ୍ତାଳ, CT
5.ଘେନୁ ହେନ୍ତାଳ, CT
6.ପ୍ରବୀଣ ଥାପା, ହାବିଲଦାର
7.ରାଜେଶ ବିଶ୍ବକର୍ମା, ହାବିଲଦାର
8.ଜିବନ ସାହାଇ, CT
9.ଓଷଧିନାଥ ବେହେରା ,CT
![ପୋଲିସ ପଦକ ପାଇଁ ୨୨ ମନୋନୀତ, ଆସନ୍ତା ଅଗଷ୍ଟ 15ରେ ହେବେ ସମ୍ମାନିତ](https://etvbharatimages.akamaized.net/etvbharat/prod-images/od-bbs-02-police-medal-avo-7203832_25012022130126_2501f_1643095886_185.jpg)
୨ ଜଣଙ୍କୁ ବିଶିଷ୍ଟ ସେବା ନିମନ୍ତେ ରାଷ୍ଟ୍ରପତି ପୋଲିସ ପଦକ
1.ପ୍ରାଣକୃଷ୍ନ ରାଉତ ,ଅତିରିକ୍ତ ଡିସିପି ଭୁବନେଶ୍ୱର
2.ପ୍ରଦୀପ କୁମାରପାଲ,କନଷ୍ଟେବଳ କଟକ
୧୧ଜଣଙ୍କୁ ପୋଲିସ କର୍ମଚାରୀଙ୍କୁ ପ୍ରଶଂସନୀୟ ସେବା ପଦକ
![ପୋଲିସ ପଦକ ପାଇଁ ୨୨ ମନୋନୀତ, ଆସନ୍ତା ଅଗଷ୍ଟ 15ରେ ହେବେ ସମ୍ମାନିତ](https://etvbharatimages.akamaized.net/etvbharat/prod-images/od-bbs-02-police-medal-avo-7203832_25012022130126_2501f_1643095886_900.jpg)
1.ସଞ୍ଜୟ କୌଶଲ, IGP Vigilance
2.କମଳ ଲୋଚନ ଭୁୟାଁ, DSP ,DIB
3.ସୁଜାତା ଖଣ୍ଡୁଆଳ, DSP Vigilance
4.ରଘୁନାଥ ପ୍ରସାଦ ନାୟକ DSP , SPL Branch
5.ଅରୁଣ ସ୍ବାଇଁ,ACP,Bhubaneswar
6.ସେଖ ଅତୁଲ୍ଲା,ହାବିଲଦାର
7.କୃତିବାସ ପଣ୍ଡା, ASI Cuttack
8.ମଧୁସୁଦନ ବେହେରା, SI Sambalpur
9.ପୱଲ ଦୟାଲ ବା,DPT Commandant SOG
10.ଅଜୟ ମିଶ୍ର, DSP Chatrapur
11.ମାଇଲି ମୋହନ ,କନଷ୍ଟେବଳ ବ୍ରହ୍ମପୁର
![ପୋଲିସ ପଦକ ପାଇଁ ୨୨ ମନୋନୀତ, ଆସନ୍ତା ଅଗଷ୍ଟ 15ରେ ହେବେ ସମ୍ମାନିତ](https://etvbharatimages.akamaized.net/etvbharat/prod-images/od-bbs-02-police-medal-avo-7203832_25012022130126_2501f_1643095886_447.jpg)
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ