ETV Bharat / city

74 ତମ ସ୍ବାଧୀନତା ଦିବସ; କିଏ କେଉଁଠି କରିବେ ପତାକା ଉତ୍ତୋଳନ, ଜାଣନ୍ତୁ... - List Of Ministers Assigned To Unfurl National Flag

ଜାଣନ୍ତୁ ସ୍ବାଧୀନତା ଦିବସ ପାଇଁ କିଏ କେଉଁଠି ପତାକା ଉତ୍ତୋଳନ କରିବେ ...

74 ତମ ସ୍ବାଧୀନତା ଦିବସ; କିଏ କେଉଁଠି କରିବେ ପତାକା ଉତ୍ତୋଳନ, ପଢନ୍ତୁ...
74 ତମ ସ୍ବାଧୀନତା ଦିବସ; କିଏ କେଉଁଠି କରିବେ ପତାକା ଉତ୍ତୋଳନ, ପଢନ୍ତୁ...
author img

By

Published : Aug 13, 2020, 12:30 PM IST

ଭୁବନେଶ୍ବର: ସ୍ବାଧୀନତା ଦିବସ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କିଏ କେଉଁଠି ପତାକା ଉତ୍ତୋଳନ କରିବେ ତାର ଚିଠା ମଧ୍ୟ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦର୍ଶନୀ ପଡିଆରେ ରାଜ୍ୟ ସ୍ତରୀୟ ଉତ୍ସବରେ ଯୋଗଦେଇ ପତାକା ଉତ୍ତୋଳନ କରିବେ।

ସେପଟେ ପତାକା ଉତ୍ତୋଳନ ପାଇଁ ସବୁ ମନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଇଛି। 18 ଜଣ ମନ୍ତ୍ରୀଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ବ ଦିଆଯାଇଛି। ସେହିପରି ଯେଉଁସ୍ଥାନକୁ ମନ୍ତ୍ରୀ ନଯିବେ ସେଠାରେ ସ୍ଥାନୀୟ ଜିଲ୍ଲାପାଳ ପତାକା ଉତ୍ତୋଳନ କରିବେ ବୋଲି ଉଲ୍ଲେଖ ରହିଛି ।

74 ତମ ସ୍ବାଧୀନତା ଦିବସ; କିଏ କେଉଁଠି କରିବେ ପତାକା ଉତ୍ତୋଳନ, ପଢନ୍ତୁ...
74 ତମ ସ୍ବାଧୀନତା ଦିବସ; କିଏ କେଉଁଠି କରିବେ ପତାକା ଉତ୍ତୋଳନ, ପଢନ୍ତୁ...

ତେବେ ଆସନ୍ତୁ ଜାଣିବା କିଏ-କେଉଁଠି କରିବେ ପତାକା ଉତ୍ତୋଳନ...

  • ନବୀନ ପଟ୍ଟନାୟକ- ଭୁବନେଶ୍ବର
  • ନିରଞ୍ଜନ ପୂଜାରୀ-ପୁରୀ
  • ବିକ୍ରମକେଶରୀ ଆରୁଖ-କଟକ
  • ରଣେନ୍ଦ୍ର ପ୍ରତାପ ସ୍ବାଇଁ-କନ୍ଧମାଳ
  • ପଦ୍ମନାଭ ବେହେରା-ଗଞ୍ଜାମ
  • ପ୍ରତାପ ଜେନା-ମାଲକାନଗିରି
  • ଅରୁଣ କୁମାର ସାହୁ-କେନ୍ଦୁଝର
  • ସୁଦାମ ମାରାଣ୍ଡି-ନୟାଗଡ
  • ସୁଶାନ୍ତ ସିଂହ-ବାଲେଶ୍ବର
  • ଟୁକୁନି ସାହୁ-ସୁନ୍ଦରଗଡ
  • ଜଗନ୍ନାଥ ସାରକା-ଗଜପତି
  • ଦିବ୍ୟଶଙ୍କର ମିଶ୍ର-ଖୋର୍ଦ୍ଧା
  • ଅଶୋକ ଚନ୍ଦ୍ର ପଣ୍ଡା-ଅନୁଗୋଳ
  • ସମୀର ରଞ୍ଜନ ଦାସ-ଯାଜପୁର
  • ଜ୍ୟୋତି ପ୍ରକାଶ ପାଣିଗ୍ରାହୀ-ମୟୂରଭଞ୍ଜ
  • ପ୍ରେମାନନ୍ଦ ନାୟକ-ରାୟଗଡା
  • ରଘୁନନ୍ଦନ ଦାସ-ନବରଙ୍ଗପୁର
  • ପଦ୍ମିନୀ ଦିଆନ-କଳାହାଣ୍ଡି
  • ତୁଷାରକାନ୍ତି ବେହେରା-କୋରାପୁଟ
  • ଆରଡିସି, ଦକ୍ଷିଣଆଞ୍ଚଳ ଡିଭିଜନ-ବ୍ରହ୍ମପୁର
  • ଆରଡିସି, ଉତ୍ତରାଞ୍ଚଳ ଡିଭିଜନ-ରାଉରକେଲା
  • ଜିଲ୍ଲାପାଳ, ଭଦ୍ରକ-ଭଦ୍ରକ
  • ଜିଲ୍ଲାପାଳ, ବରଗଡ-ବରଗଡ
  • ଜିଲ୍ଲାପାଳ, ବୌଦ୍ଧ-ବୌଦ୍ଧ
  • ଜିଲ୍ଲାପାଳ, ଦେବଗଡ-ଦେବଗଡ
  • ଜିଲ୍ଲାପାଳ, ଝାରସୁଗୁଡା-ଝାରସୁଗୁଡା
  • ଜିଲ୍ଲାପାଳ, କେନ୍ଦ୍ରାପଡା-କେନ୍ଦ୍ରାପଡା
  • ଜିଲ୍ଲାପାଳ, ନୂଆପଡା-ନୂଆପଡା
  • ଜିଲ୍ଲାପାଳ, ସୁବର୍ଣ୍ଣପୁର-ସୁବର୍ଣ୍ଣପୁର
  • ଜିଲ୍ଲାପାଳ, ଢେଙ୍କାନାଳ-ଢେଙ୍କାନାଳ
  • ଜିଲ୍ଲାପାଳ, ଜଗତସିଂହପୁର-ଜଗତସିଂହପୁର
  • ଜିଲ୍ଲାପାଳ, ସମ୍ବଲପୁର-ସମ୍ବଲପୁର
  • ଜିଲ୍ଲାପାଳ, ବଲାଙ୍ଗୀର-ବଲାଙ୍ଗୀର

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.