ETV Bharat / city

ସାଢେ 3 ଟାରେ ରୁକୁଣା ରଥଟଣା, ନିୟୋଜିତ ରହିବେ 100 ସେବାୟତ-ପୋଲିସ

ଟ୍ରଷ୍ଟ ବୋର୍ଡ଼ ବୈଠକ । ଅଶୋକାଷ୍ଟମୀରେ ଦିନ ୩.୩୦ ଟାରେ ହେବ ରଥଟଣା । ଚଳିତ ବର୍ଷ ରୁକୁଣା ରଥଯାତ୍ରା ନେଇ ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ...

Lingaraj trust board meeting
ରୁକୁଣା ରଥଯାତ୍ରା ନେଇ ବୈଠକ
author img

By

Published : Apr 9, 2021, 10:06 PM IST

ଭୁବନେଶ୍ବର: ଟ୍ରଷ୍ଟ ବୋର୍ଡ଼ ବୈଠକ । ଅଶୋକାଷ୍ଟମୀରେ ଦିନ ୩.୩୦ ଟାରେ ହେବ ରଥ ଟଣା । ଚଳିତ ବର୍ଷ ରୁକୁଣା ରଥଯାତ୍ରା ନେଇ ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି ହୋଇଛି । କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ରଥ ଉପରେ ୨୦-୨୫ ସେବାୟତ ଏବଂ ରଥଟଣାରେ ମୋଟ ୧୦୦ ଜଣ ସେବାୟତ ଓ ପୋଲିସ ନିୟୋଜିତ ରହିବେ ।

ରୁକୁଣା ରଥଯାତ୍ରା ନେଇ ବୈଠକ

ଗୋଟିଏ ଦିନରେ ରଥ ୭ଟା ସୁଦ୍ଧା ପହଞ୍ଚିବା ନେଇ ନୀତି ନିର୍ଘଣ୍ଟ ଧାର୍ଯ୍ୟ କରାଯାଇଛି । ରଥଯାତ୍ରାରେ ନିୟୋଜିତ ସମସ୍ତ ସେବାୟତ ପୋଲିସ ମାନଙ୍କର ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ । ସେହିପରି ମାଉସୀ ମା' ମନ୍ଦିରରୁ ବାହୁଡ଼ା ଦିନ ଅପରାହ୍ନ ୩ଟା ରୁ ଆରମ୍ଭ ହେବ ରଥଟଣା । ବୈଠକ ପରେ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ ଦାସଙ୍କ ସୂଚନା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.