ETV Bharat / city

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆଲୋକମାଳାରେ ଝଲସୁଛି ରାଜଧାନୀ ଭୁବନେଶ୍ବର

author img

By

Published : Jan 26, 2020, 1:58 AM IST

ସାଧାରଣତନ୍ତ୍ର ଦିବସ ପାଇଁ ସମଗ୍ର ଦେଶ ସଜେଇ ହେଉଥିବାବେଳେ ରାଜଧାନୀ ଭୁବନେଶ୍ବରରେ ଥିବା ସରକାରୀ ଭବନ ଗୁଡିକ ଆଲୋକମାଳାରେ ସୁସଜ୍ଜିତ ହେଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ....

republic day
ଆଲୋକମାଳାରେ ଝଲସୁଛି ରାଜଧାନୀ ଭୁବନେଶ୍ବର

ଭୁବନେଶ୍ବର: ରାତି ପାହିଲେ ସାରା ଦେଶ ପାଳିବ 71 ତମ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ସାରା ଦେଶରେ ଆନନ୍ଦ ଉତ୍ସାହ ଦେଖିବାକୁ ମିଳିଥିବାବେଳେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଏହାର ମାହୋଲ ଦେଖିବାକୁ ମିଳିଛି । ଆଲକୋମାଳାରେ ଝଟକୁଛି ପୁରା ରାଜଧାନୀ ।

ଆଲୋକମାଳାରେ ଝଲସୁଛି ରାଜଧାନୀ ଭୁବନେଶ୍ବର

ରାଜଧାନୀର ପ୍ରାୟ ସରକାରୀ ଭବନ ଯଥା ଲୋକସେବା ଭବନ, ବିଧାନସଭା, ପୋଲିସ ଭବନ, ଖାରବେଳେ ଭବନ ସେମତେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଓ ବେସରକାରୀ ଆବାସମାନ ଆଲୋକମାଳାରେ ସଜ୍ଜିତ ହୋଇଥିବା ଦେଖିବାକୁ ମିଳୁଛି । ଯାହାକି ରାଜଧାନିବାସୀଙ୍କ ମନ ମୋହୁଥିବାବେଳେ ସାଧାରଣ ଲୋକଟିଏ ଏହା ଦେଖିବା ସହିତ ତାକୁ ନିଜ ମୋବାଇଲରେ କଏଦ କରିବା ପାଇଁ ମୁହୂର୍ତ୍ତେ ଅଟକି ଯାଉଛି । ଆସନ୍ତାକାଲି ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡ଼ ଆୟୋଜିତ ହେବାକୁ ଥିବାବେଳେ ଏହି ମାହୋଲ ସାଧାରଣ ଲୋକଙ୍କ ମନରେ ଦେଶ ପ୍ରେମର ଉତ୍ସାହ ଭରିଦେଉଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ରାତି ପାହିଲେ ସାରା ଦେଶ ପାଳିବ 71 ତମ ସାଧାରଣତନ୍ତ୍ର ଦିବସ।ଏଥିପାଇଁ ସାରା ଦେଶରେ ଆନନ୍ଦ ଉତ୍ସାହ ଦେଖିବାକୁ ମିଳିଥିବାବେଳେ ଓଡ଼ିଶାରେ ମଧ୍ୟ ଏହି ମାହୋଲ।ରାଜଧାନୀ ଏପରି ସଜ୍ଜିତ ହୋଇଛି ଯେ ରଙ୍ଗର ଫୁଆର ରେ ଖାଲି ଝଲସୁଥିବା ଦେଖିବାକୁ ମିଳିଛି।

Body:ରାଜଧାନୀର ପ୍ରାୟ ସରକାରୀ ଭବନ ଲୋକସେବା ଭବନ,ବିଧାନସଭା,ପୋଲିସ ଭବନ,ଖାରବେଳେ ଭବନ ସେମତେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଓ ବେସରକାରୀ ଆବାସମାନ ମଧ୍ୟ ଏହି ଦିବସ ରେ ଆଲୋକମାଳାରେ ସଜ୍ଜିତ ହୋଇଥିବା ଦେଖିବାକୁ ମିଳୁଛି।ଯାହାକି ରାଜଧାନିବାସୀଙ୍କ ମନ ମହୁଥିବାବେଳେ ସାଧାରଣ ଲୋକଟିଏ ଏହା ଦେଖିବା ସହିତ ତାକୁ ନିଜ ମୋବାଇଲ ରେ କଏଦ କରିବା ପାଇଁ ମୁହୂର୍ତ୍ତେ ଅଟକି ଯାଉଥିବା ଦେଖାଯାଏ।ଆସନ୍ତାକାଲି ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡ଼ ଆୟୋଜିତ ହେବାକୁ ଥିବା ବେଳେ ଏହି ମାହୋଲ ସାଧାରଣ ଲୋକଙ୍କ ମନରେ ଦେଶପ୍ରେମର ଉତ୍ସାହ ଭରିଦେଉଛି।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.