ETV Bharat / city

ବାଘ ଛାଲ ଜବତ ଘଟଣା: ଆଉ ୪ ଗିରଫ

ଦେବଗଡ ବାଘ ଛାଲ ଜବତ ଘଟଣାରେ ଆଉ ଚାରି ଅଭିଯୁକ୍ତ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ ।

author img

By

Published : Jun 28, 2019, 2:11 PM IST

Updated : Jun 28, 2019, 3:02 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଦେବଗଡ ବାଘ ଛାଲ ଜବତ ଘଟଣାରେ ଆଉ ଚାରି ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ହେଉଛନ୍ତି କେନ୍ଦୁଝରର କାଳିଚରଣ ଦାସ, ଭାଗିରଥି ନାୟକ ଓରଫ ଭାସ୍କର, ପିତାମ୍ବର ଖଟେଇ ଓରଫ ପଣ୍ଡିତ, ନେତ୍ରାନନ୍ଦ କିଶାନ ଓରଫ ନେତ୍ର। ।

ସୂଚନା ଅନୁଯାୟୀ, ଭାଗିରଥୀ ଓ ଭାସ୍କର ବାଘ ଛାଲ ଯୋଗାଡ ପରେ ମଧ୍ୟସ୍ଥି କାଳିଚରଣ ଓ ନେତ୍ରାନନ୍ଦକୁ ଦେଇଥିଲେ । ଏହାପରେ ସେମାନେ ବାଘଛାଲ ବିକ୍ରିପାଇଁ ପୁର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତକୁ ଦେଇଥିଲେ । ତେବେ ଏହି ଘଟଣାରେ ଏଯାଏଁ ମୋଟ ୭ଜଣ ଗିରଫ ହୋଇଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ତେବେ ଗତ ଜୁନ୍ ୨୧ ତାରିଖରେ ଦେବଗଡରୁ ପ୍ରଥମ ଥର ପାଇଁ ବାଘ ଛାଲ ବିକ୍ରିର ସୂଚନା ପାଇ ତିନି ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ । ତେବେ ଶୁକ୍ରବାର ସେମାନଙ୍କୁ ୱାଇଲ୍ଡ ଲାଇଫ ପ୍ରୋଟେକ୍ସନ ଆକ୍ଟ ୧୯୭୨ ଏବଂ ଆଇପିସିର ଧାର ୪୧୧, ୩୭୯, ୧ ୨୦(ବି)ରେ ଦେବଗଡ ଏସଡିଜେଏମ କୋର୍ଟରେ ହାଜର କରାଯିବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:

blank

Conclusion:
Last Updated : Jun 28, 2019, 3:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.