ETV Bharat / city

ଗୋଟିଏ କ୍ଲିକରେ ମିଳିବ ପୋଲିସ ସେବା, କମିଶନରେଟ ପୋଲିସର ନୂଆ ୱେବସାଇଟ ଲଞ୍ଚ

ଏବେ ଚୁଟକିରେ ହେବ ସମସ୍ୟାର ସମାଧାନ । କମିଶନରେଟ ପୋଲିସ ଲଞ୍ଚ କଲା ତାର ନୂଆ ଓ୍ବେବସାଇଟ । ଅଧିକ ପଢନ୍ତୁ...

author img

By

Published : Aug 12, 2020, 6:51 PM IST

Updated : Aug 12, 2020, 8:57 PM IST

ଗୋଟିଏ କ୍ଲିକରେ ମିଳିବ ପୋଲିସ ସେବା, କମିଶନରେଟ ପୋଲିସର ନୁଆ ୱେବସାଇଟ ଲଞ୍ଚ
ଗୋଟିଏ କ୍ଲିଗୋଟିଏ କ୍ଲିକରେ ମିଳିବ ପୋଲିସ ସେବା, କମିଶନରେଟ ପୋଲିସର ନୁଆ ୱେବସାଇଟ ଲଞ୍ଚକରେ ମିଳିବ ପୋଲିସ ସେବା, କମିଶନରେଟ ପୋଲିସର ନୁଆ ୱେବସାଇଟ ଲଞ୍ଚ

ଭୁବନେଶ୍ବର: ଏଣିକି ଗୋଟିଏ କ୍ଲିକରେ ମିଳିବ କମିଶନରେଟ ପୋଲିସ ସେବା। ଅର୍ଥାତ କମିଶନରେଟ ପୋଲିସ ପାଖରେ ପଡୁଥିବା ସବୁ କାମର ସମାଧାନ କରିବ ଏହି ୱେବସାଇଟ। https://bhubaneswarcuttackpolice.gov.in ଏହି ଲିଙ୍କରେ କ୍ଲିକ କଲେ ଅଭିଯୋଗ ଠୁ ଆରମ୍ଭ କରି ଅନଲାଇନ ଆପ୍ଲିକେସନ ତଥା ସିନିୟର ସିଟିଜେନ ରେଜିଷ୍ଟିରେସନ,ପୋଲିସ ଭେରିଫିକେସନ, ଅନଲାଇନ ଏଫଆଇଆର ଓ ଗନ ଓ ଆମୁନେସିନ ଲାଇସେନ୍ସ ବି ଆବେଦନ କରିପାରିବେ ଏହି ୱେବସାଇଟ ଜରିଆରେ ଯାହାର ନୂଆ ଫିଚର ନୂଆ ଅନ୍ଦାଜରେ ଉନ୍ମୋଚିତ କରିଛନ୍ତି ପୋଲିସ ଡିଜି ଅଭୟ।

ଗୋଟିଏ କ୍ଲିକରେ ମିଳିବ ପୋଲିସ ସେବା, କମିଶନରେଟ ପୋଲିସର ନୁଆ ୱେବସାଇଟ ଲଞ୍ଚ

ଏନେଇ ସେ ସୁଚନା ଦେଇଛନ୍ତି ଯେ, ଏହି ୱେବସାଇଟ ୨୦୦୯ରୁ ଆରମ୍ଭ ହୋଇଥିଲା ହଲେ ଲୋକଙ୍କ ଆସେସିବିଲିଟିକୁ ଦେଖି ଓ ସିକ୍ୟୁରିଟି ଫିଚରକୁ ନଜରରେ ରଖି ଏହାର ରିମଡିଫିକେସନ କରାଯାଇ ୨୦୧୬ରୁ ଅପଡେଟ କରାଯାଇଥିଲା ଏବଂ ଏହା ସମ୍ପର୍ଣ୍ଣ ରୁପେ କାର୍ଯ୍ୟକ୍ଷମ ହୋଇଛି ଯେଉଁଥିରେ କମିଶନରେଟ ପୋଲିସର ସମସ୍ତ ତଥ୍ଯ ଉପଲବ୍ଧ ହେବ।

ତେବେ ଯଦି ୱେବସାଇଟରେ କୌଣସି ଜିନିଷ ଜାଣିବାରେ ସମସ୍ଯା ହୁଏ ଚାଟବୁଟ ଜରିଆରେ ଗାଇଡ କରିହେବ। ତା ସହିତ କଣ୍ଟ୍ରୋଲ ରୁମକୁ ଗୋଟିଏ କ୍ଲିକରେ କଲ ସହ ସ୍ମାର୍ଟଫୋନରେ ବ୍ଯବହାର କଲାଭଳି ୱେବସାଇଟକୁ ଡିଜାଇନ କରାଯାଇଛି। ତେବେ ଏନେଇ ଖୁବଶିଘ୍ର ଅନ୍ଯ ଅପଡେଟ ମିଳିବ ବୋଲି କମିଶନର କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Aug 12, 2020, 8:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.