ETV Bharat / city

ଖୋର୍ଦ୍ଧାରେ 355 ଛାତ୍ରଛାତ୍ରୀଙ୍କୁ ଲାପଟପ ବଣ୍ଟନ - ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌

ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ବଣ୍ଟା ହେଲା ଲାପଟପ। ଖୋର୍ଦ୍ଧା ଜିଲ୍ଲାର 355 ଜଣ ଛାତ୍ରଛାତ୍ରୀଙ୍କୁ ଲାପଟପ ବଣ୍ଟନ କରାଯାଇଥିବାବେଳେ ଆସନ୍ତା 27 ତାରିଖ ସୁଦ୍ଧା 1620ଟି ଲାପଟପ ବଣ୍ଟାଯିବାର କାର୍ଯକ୍ରମ ରହିଛି ।

laptop distribution by state govt., bhubaneswar latest news, laptop distribution in khordha, ଖୋର୍ଦ୍ଧାରେ ଲାପଟପ ବଣ୍ଟନ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ରାଜ୍ୟ ସରକାରଙ୍କ ଲାପଟପ ବଣ୍ଟନ
ଖୋର୍ଦ୍ଧାରେ 355 ଛାତ୍ରଛାତ୍ରୀଙ୍କୁ ଲାପଟପ ବଣ୍ଟନ
author img

By

Published : Dec 21, 2019, 4:34 AM IST

Updated : Dec 21, 2019, 8:02 AM IST

ଭୁବନେଶ୍ବର: ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ବଣ୍ଟା ହେଲା ଲାପଟପ। ଖୋର୍ଦ୍ଧା ଜିଲ୍ଲାର 355 ଜଣ ଛାତ୍ରଛାତ୍ରୀଙ୍କୁ ଲାପଟପ ବଣ୍ଟନ କରାଯାଇଥିବାବେଳେ ଆସନ୍ତା 27 ତାରିଖ ସୁଦ୍ଧା 1620ଟି ଲାପଟପ ବଣ୍ଟାଯିବାର କାର୍ଯକ୍ରମ ରହିଛି । କେବଳ ଖୋର୍ଦ୍ଧା ନୁହେଁ ସମସ୍ତ ଜିଲ୍ଲାରେ ଏଭଳି କାର୍ଯକ୍ରମ ଜାରି ରହିଛି।

ଖୋର୍ଦ୍ଧାରେ 355 ଛାତ୍ରଛାତ୍ରୀଙ୍କୁ ଲାପଟପ ବଣ୍ଟନ

ତେବେ ପ୍ରତିବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ଭଲ ନମ୍ବର ରଖିଥିବା 15 ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ ବଣ୍ଟନ କରୁଛନ୍ତି ରାଜ୍ୟ ସରକାର। ରାଜ୍ୟ ଯୁବ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି କାର୍ଯକ୍ରମ ହାତକୁ ନେଇଛନ୍ତି ସରକାର । ଏଥିପାଇଁ ବର୍ଷକୁ 40ରୁ 50 କୋଟି ଟଙ୍କା ଖର୍ଚ୍ଚ ହେଉଛି । 2013ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଜରିଆରେ 1ଲକ୍ଷ 5 ହଜାର ଲାପଟପ ବଣ୍ଟନ କରିସାରିଛନ୍ତି ରାଜ୍ୟ ସରକାର। ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଜାଗ୍ରତ ହେବ ଏବଂ ଛାତ୍ରଛାତ୍ରୀ ଭଲ ପାଠ ପଢିବାକୁ ପ୍ରୟାସ କରି ଦେଶର ଭବିଷ୍ୟତ ଉଜ୍ବଳ କରିବେ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:

ଉଚଶିକ୍ଷା ମନ୍ତ୍ରୀ ବାଣ୍ଟିଲେ ଲ୍ଯାପଟପ।ବିଜେବି ସ୍ବୟଶାତିତ ମହାବିଦ୍ଯାଳୟରେ ଦେଲେ ଛାତ୍ର ଛାତ୍ରୀଙ୍କୁ ଲ୍ଯାପଟପ।ଖୋର୍ଦା ଜିଲ୍ଲାର ୩୫୫ ଜଣ ଛାତ୍ର ଛାତ୍ରୀଙ୍କୁ ଲ୍ଯାପଟପ ବଣ୍ଟନ କରାଯାଇଥିବା ବେଳେ ଆସନ୍ତା ୨୭ ତାରିଖ ସୁଦ୍ଧା ୧୬୨୦ଟି ଲ୍ଯାପଟପ ବଣ୍ଟାଯିବାର କାର୍ଯକ୍ରମ ରହିଛି ।କେବଳ ଖେର୍ଦା ନୁହେଁ ସମସ୍ତ ଜିଲ୍ଲାରେ ଏଭଳି କାର୍ଯକ୍ରମ ଜାରି ରହିଛି।ତେବେ ପ୍ରତି ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ଭଲ ନମ୍ବର ରଖିଥିବା ୧୫ ହଜାର ମେଧାବୀ ଛାତ୍ର ଛାତ୍ରୀଙ୍କୁ ଲ୍ଯାପଟପ ବଣ୍ଟନ କରୁଛନ୍ତି ରାଜ୍ଯ ସରକାର।ରାଜ୍ଯ ଯୁବ ଶସକ୍ତିକରଣ ବିଭାଗ ପକ୍ଷରୁ ଏହି କାର୍ଯକ୍ରମ ହାତକୁ ନେଇଛନ୍ତି ସରକାର।
ଏଥିପାଇଁ ବର୍ଷକୁ ୪୦ରୁ ୫୦ କୋଟି ଟଙ୍କା ଖର୍ଚହେଉଛି।ତେବେ ୨୦୧୩ରୁ ଆରମ୍ଭ ହୋଇଥିବା ଏହି କାର୍ଯକ୍ରମ ଜରିଆରେ ୧ଲକ୍ଷ ୫ ହଜାର ଲ୍ଯାପଟପ ବଣ୍ଟନ କରିସାରିଛନ୍ତି ରାଜ୍ଯ ସରକାର।ସା ଦ୍ବାରା ଛାତ୍ର ଛାତ୍ରୀଙ୍କ ମଧ୍ଯରେ ଉତ୍ସାହ ଜାଗ୍ରତ ହେବ ଏବଂ ଛାତ୍ର ଛାତ୍ରୀ ମାନେ ଭଲ ପାଠ ପଢିବାକୁ ପ୍ରୟାସ କରି ଦେଶର ଭବିଷ୍ଯତ ଉଜଳ କରିବେ।ତେବେ ଲ୍ଯାପଟପ ପାଇବା ପରେ ଖୁସିବ୍ଯକ୍ତ କରିଛନ୍ତି ଛାତ୍ର ଛାତ୍ରୀ ଏ ନେଇ ସେମାନଙ୍କ ଉଚଶିକ୍ଷା ପାଇଁ ପ୍ରସ୍ତୁତି ଏ ପାଠ୍ଯ କ୍ରମରେ ସହାୟକ ହେବ ବୋଲି କହିଛନ୍ତି।
Conclusion:ବାଇଟ-ଅରୁଣ ସାହୁ,ଉଚଶିକ୍ଷା ମନ୍ତ୍ରୀ
ବାଇଟ-ପ୍ରଜ୍ଞା ପରମିତା ଦାସ,ଛାତ୍ରୀ
Last Updated : Dec 21, 2019, 8:02 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.