ETV Bharat / city

ଲକ୍ଷ୍ମୀସାଗର ଗଣଦୁଷ୍କର୍ମ ମାମଲା, ସତ୍ୟାସତ୍ୟ ମିଳିଲେ ନିଆଯିବ କାର୍ଯାନୁଷ୍ଠାନ: ଡିସିପି - ଲକ୍ଷ୍ମୀସାଗର ଥାନା

ଲକ୍ଷ୍ମୀସାଗର ଗଣଦୁଷ୍କର୍ମ ମାମଲାର ସତ୍ୟାସତ୍ୟ ମିଳିଲେ କାର୍ଯାନୁଷ୍ଠାନ ନିଆଯିବ ବୋଲି କହିଲେ ଭୁବନେଶ୍ବର ଡିସିପି । ଅଧିକ ପଢନ୍ତୁ....

ଲକ୍ଷ୍ମୀସାଗର ଗଣଦୁଷ୍କର୍ମ ମାମଲା, ସତ୍ୟାସତ୍ୟ ମିଳିଲେ ନିଆଯିବ କାର୍ଯାନୁଷ୍ଠାନ: ଡିସିପି
ଲକ୍ଷ୍ମୀସାଗର ଗଣ ଦୁଷ୍କର୍ମ ମାମାଲା,ସତ୍ୟାସତ୍ୟ ମିଳିଲେ କାର୍ଯାନୁଷ୍ଠାନ ନିଆଯିବ:ଡିସିପିଲକ୍ଷ୍ମୀସାଗର ଗଣ ଦୁଷ୍କର୍ମ ମାମାଲା,ସତ୍ୟାସତ୍ୟ ମିଳିଲେ କାର୍ଯାନୁଷ୍ଠାନ ନିଆଯିବ:ଡିସିପିଲକ୍ଷ୍ମୀସାଗର ଗଣ ଦୁଷ୍କର୍ମ ମାମାଲା,ସତ୍ୟାସତ୍ୟ ମିଳିଲେ କାର୍ଯାନୁଷ୍ଠାନ ନିଆଯିବ:ଡିସିପି
author img

By

Published : Mar 22, 2021, 5:05 PM IST

ଭୁବନେଶ୍ବର: ଲକ୍ଷ୍ମୀସାଗର ଗଣଦୁଷ୍କର୍ମ ମାମଲାରେ ପିଡିତାଙ୍କର ଚତୁର୍ଥ ଥର ବୟାନ ରେକର୍ଡ । ଜୋନାଲ ଏସିପିଙ୍କ ନେତୃତ୍ବରେ ବୟାନ ରେକର୍ଡ । ପିଡିତା କେଉଁଠି ଥିଲେ କୁଆଡେ କୁଆଡେ ଯାଇଥିଲେ ସମସ୍ତ ଦିଗକୁ ନେଇ ଯାଞ୍ଚ । ଡିଜିଟାଲ ପ୍ରମାଣ ସଂଗ୍ରହ ସହ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରାଯାଇଛି । କୌଣସି ଅଭିଯୋଗର ସତ୍ୟାସତ୍ୟ ମିଳିଲେ କାର୍ଯାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି ।

ଲକ୍ଷ୍ମୀସାଗର ଗଣ ଦୁଷ୍କର୍ମ ମାମାଲା,ସତ୍ୟାସତ୍ୟ ମିଳିଲେ କାର୍ଯାନୁଷ୍ଠାନ ନିଆଯିବ:ଡିସିପି

ତେବେ ୧୭ ତାରିଖରେ ପିଡିତାଙ୍କ ଅଭିଯୋଗ ଆଧାରରେ ଥାନାରେ ମାମଲା ରୁଜୁ ହୋଇଥିଲା । ପିଡିତାଙ୍କ ଅଭିଯୋଗ ଅନୁସାରେ ଗତ ଫେବୃୟାରୀ ୨୬ ରେ ସେ ସାଲିଆସାହି ଯିବା ବାଟରେ ତାଙ୍କୁ ଟେକି ନେଇଥିଲେ କିଛି ଦୁର୍ବୃତ୍ତ । ପରେ ଗଣଦୁଷ୍କର୍ମ ସହ ଧମକ ଚମକ ଦେଇଥିଲେ । ତେବେ ପିଡିତା ସେମାନଙ୍କ କବଳରୁ ଖସିଆସି ପୋଲିସରେ ସେହିଦିନ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଅଭିଯୋଗ ରଖିନଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.