ETV Bharat / city

33 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ - labor spot death in infocity PS area, sisubihar

ରାଜଧାନୀରେ ଅଘଟଣ । ଘରେ ରଙ୍ଗ ଦେଉଥିବା ବେଳେ ଦେହରେ ଲାଗିଲା ୩୩ କେଭି କରେଣ୍ଟ । ଜିଅନ୍ତା ଜଳିଗଲେ ଶ୍ରମିକ ।

electric shock in bbsr
33 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ
author img

By

Published : Dec 9, 2019, 2:36 PM IST

ଭୁବନେଶ୍ବର: ଘରେ ରଙ୍ଗ ମାରିବା ହେଲା କାଳ । ଜଣେ ଶ୍ରମିକ ଏକ ଘରେ ରଙ୍ଗ ଦେଉଥିବା ବେଳେ ଦେହରେ ଲାଗିଲା ୩୩ କେଭି କରେଣ୍ଟ । ଜିଅନ୍ତା ଜଳିଗଲେ ଶ୍ରମିକ ଲଲନ । ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ବର ଇନଫୋସିଟି ଥାନା ଶିଶୁବିହାର ଅଞ୍ଚଳରେ ।

ମୃତ ଶ୍ରମିକ ଜଣକ ଶିଖରଚଣ୍ଡିର ରଙ୍ଗ ମିସ୍ତ୍ରୀ ଲଲନ ବୋଲି ଜଣାପଡିଛି । ତେବେ ଘଟଣା ସମ୍ପର୍କରେ ପୋଲିସ ଖବର ପାଇ ଘଟଣାସ୍ଥଳକୁ ପହଞ୍ଚିଛି । ସେପଟେ ଘଟଣାର ତଦନ୍ତ କରିବା ସହ ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ରାଜଧାନୀରେ ଜିଅନ୍ତା ଜଳିଲା ଶ୍ରମିକ,
ରଙ୍ଗ ଦେବା ବେଳେ ଲାଗିଲା ୩୩କେଭି କରେଣ୍ଟBody:ଘରେ ରଙ୍ଗ ଦେଉଥିବାବେଳେ ଅଘଟଣ।
33 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଲାଗି ଶ୍ରମିକ ମୃତ।ଇନଫୋସିଟି ଥାନା ଶିଶୁବିହାର ଅଂଚଳରେ ଘଟିଛି ଘଟଣା।ମୃତକ ଜଣକ ଶିଖରଚଣ୍ଡିର ରଙ୍ଗ ମିସ୍ତ୍ରୀ ଲଲନ ବୋଲି ଜଣାପଡିଛି।ତେବେ ମୃତଦେହକୁ ଉଦ୍ଧାର କରି କ୍ଯାପିଟାଲ ହସପିଟାଲକୁ ପଠାଇଛି ପୋଲିସ।
Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.