ETV Bharat / city

ରାଜଧାନୀରେ ଅଘଟଣ, ସ୍ବରେଜ ଟାଙ୍କିରେ ପଡି ଦୁଇ ଶ୍ରମିକ ମୃତ - ସ୍ବରେଜ ଟାଙ୍କିରେ ପଡି ଦୁଇ ଶ୍ରମିକ ମୃତ୍ୟ

ରାଜଧାନୀରେ ଅଘଟଣ, ସ୍ବରେଜ ଟାଙ୍କିରେ ପଡି ଦୁଇ ଶ୍ରମିକ ମୃତ

author img

By

Published : Mar 19, 2021, 12:04 PM IST

Updated : Mar 19, 2021, 2:27 PM IST

13:41 March 19

ରାଜଧାନୀରେ ଅଘଟଣ, ସ୍ବରେଜ ଟାଙ୍କିରେ ପଡି ଦୁଇ ଶ୍ରମିକ ମୃତ

11:57 March 19

ରାଜଧାନୀରେ ଅଘଟଣ,ସ୍ବରେଜ ଟାଙ୍କିରେ ପଡି ଦୁଇ ଶ୍ରମିକ ମୃତ

ଭୁବନେଶ୍ବର:ରାଜଧାନୀରେ ଅଘଟଣ। ସ୍ବରେଜ ଟାଙ୍କିରେ ପଡି ଦୁଇ ଶ୍ରମିକ ମୃତ। ବଡଗଡ଼ ଥାନା ବ୍ରହ୍ମେଶ୍ବର ପାଟଣାରେ ଅଘଟଣ। କୌଣସି ଏକ ପ୍ରୋଜେକ୍ଟରେ କାମ ଚାଲୁଥିବା ବେଳେ ଘଟିଛି ଅଘଟଣ। 

ଦୁଇଜଣ ଶ୍ରମିକ କାମ କରୁଥିବା ସମୟରେ ଟାଙ୍କିରେ ପଡିବା ସହ ଅଣନିଶ୍ବାସୀ ହେବା ପରେ ମୃତ୍ୟୁ ହୋଇଛି । ମୃତଦେହ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି। ମୃତକ ଦ୍ବୟ ହେଲେ ସିଲୁକୁ ବରୁଆ(25), ସୁନାରାମ ସର୍ଦ୍ଧାର(55)।  

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Mar 19, 2021, 2:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.