ETV Bharat / city

ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କୋରୋନା ପଜିଟିଭ, ଫୋନ କରି ସ୍ବାସ୍ଥ୍ୟାବସ୍ଥା ବୁଝିଲେ ମୁଖ୍ୟମନ୍ତ୍ରୀ

author img

By

Published : Aug 17, 2020, 1:33 PM IST

Updated : Aug 17, 2020, 6:23 PM IST

Sushant Singh  identified Corona
ସୁଶାନ୍ତ ସିଂହ କୋରୋନା ପଜେଟିଭ

18:17 August 17

labor-minister-sushant-singh-corona REPORT-positive, CM NAVEEN TALK TO HIM

Sushant Singh  identified Corona
ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ

13:28 August 17

ସୁଶାନ୍ତ ସିଂହ କୋରୋନା ପଜେଟିଭ

ଭୁବନେଶ୍ବର:  ସୁଶାନ୍ତ ସିଂ କୋରୋନା ପଜେଟିଭ ଚିହ୍ନଟ । ରାଜ୍ୟ ଗ୍ରାମଉନ୍ନୟନ ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ।  

ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବା ସହ କୋରୋନା ପରୀକ୍ଷା କରାଇବାକୁ ମନ୍ତ୍ରୀ ସୁଶାନ୍ତ ସିଂ ପରାମର୍ଶ ଦେଇଛନ୍ତି। ସେ ଏବେ ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।  

ତେବେ ମନ୍ତ୍ରୀଙ୍କ କୋରୋନା ରିପୋର୍ଟ, ପଜିଟିଭ ଆସିବା ପରେ ମୁଖ୍ୟମନ୍ତ୍ରୀ ସୁଶାନ୍ତଙ୍କ ସହ ଫୋନରେ କଥା ହୋଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 17, 2020, 6:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.