ETV Bharat / city

କୋଟିଆ ବିବାଦ: ପୁଣି ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ଦାଏର କଲା ଓଡିଶା

କୋଟିଆରେ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ ପରେ ଜିଲ୍ଲା ପରିଷଦ ଓ ପଞ୍ଚାୟତସମୀତି ନିର୍ବାଚନ ବିରୋଧରେ ଓଡିଶା ସରକାର ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି ଅଦାଲତ ଅବମାନନା ପିଟିସନ । ଅଧିକ ପଢନ୍ତୁ...

କୋଟିଆ ବିବାଦ: ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ଦାଏର କଲା ଓଡିଶା

author img

By

Published : Apr 7, 2021, 10:04 PM IST

ଭୁବନେଶ୍ବର: କୋଟିଆ ପ୍ରସଙ୍ଗରେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ରାଜ୍ୟ ସରକାର । କୋଟିଆରେ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ ପରେ ଜିଲ୍ଲା ପରିଷଦ ଓ ପଞ୍ଚାୟତସମୀତି ନିର୍ବାଚନ ବିରୋଧରେ ଓଡିଶା ସରକାର ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି ଅଦାଲତ ଅବମାନନା ପିଟିସନ ।

କୋଟିଆ ବିବାଦ: ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ଦାଏର କଲା ଓଡିଶା
କୋଟିଆ ବିବାଦ: ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ଦାଏର କଲା ଓଡିଶା

ଏଓଆର ଶିବଶଙ୍କର ମିଶ୍ରଙ୍କ ଜରିଆରେ ସୁପ୍ରିମକୋର୍ଟରେ ଓଡିଶା ସରକାର ଅଦାଲତ ଅବମାନନା ପିଟିସନ ଦାଏର କରିଛନ୍ତି । ଅନ୍ୟପକ୍ଷେ ଏହି ଆବେଦନରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ମୁଦେହରୀ ଜବାହରଲାଲଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.