ETV Bharat / city

ସ୍ଥଗିତ ହେଲା 'ଚନ୍ଦ୍ରଯାନ-୨', ଜାଣନ୍ତୁ କାହିଁକି... - called off

ଶେଷ ମୁହୁର୍ତ୍ତରେ ସ୍ଥଗିତ ହେଲା ଇସ୍ରୋର ମହତ୍ତ୍ବକାଂକ୍ଷୀ ମିଶନ 'ଚନ୍ଦ୍ରଯାନ-୨’ । ଲଞ୍ଚିଙ୍ଗର ମାତ୍ର କେଇ ମିନଟ ପୂର୍ବରୁ ପରିଲକ୍ଷିତ ହେଲା କିଛି ତ୍ରୁଟି । ତେବେ ଏ ନେଇ କଣ କହୁଛନ୍ତି ଭୁବନେଶ୍ୱର ସେଣ୍ଟ୍ରାଲ ଟୁଲ ରୁମ ଓ ଟ୍ରେନିଙ୍ଗ ର ମୁଖ୍ୟ, ଶୁଣନ୍ତୁ ..

ଫଟୋ ସୌଜନ୍ୟ-ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 15, 2019, 7:06 PM IST

Updated : Jul 15, 2019, 7:17 PM IST

ଭୁବନେଶ୍ବର: ଇତିହାସ ରଚିବାର 56 ମିନିଟ ପୂର୍ବରୁ ସ୍ଥଗିତ ହେଲା 'ଚନ୍ଦ୍ରଯାନ-୨' । ତେବେ କଣ ଏପରି ତ୍ରୁଟି ରହିଥିଲା ? ଯେଉଁଥିପାଇଁ ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଏପରି ବିରଳ ଅଭିଯାନରେ ବ୍ରେକ ମାରିବାକୁ ପଡିଲା । ଜାଣନ୍ତୁ ଏ ନେଇ କଣ କହୁଛନ୍ତି ଭୁବନେଶ୍ୱର ସେଣ୍ଟ୍ରାଲ ଟୁଲ ରୁମ ଓ ଟ୍ରେନିଙ୍ଗ ର ମୁଖ୍ୟ ଶିବାଶିଷ ମାଇଟି।

ଭିଡିଓ ସୌଜନ୍ୟ-ପ୍ରତିନିଧି, ଭୁବନେଶ୍ବର

ଲଞ୍ଚ ଭେଇକିଲରେ ଯାନ୍ତ୍ରିକ ତ୍ରୁଟି କାରଣରୁ 'ଚନ୍ଦ୍ରଯାନ-୨'କୁ ଉତକ୍ଷେପଣକୁ ସ୍ଥଗିତ କରାଗଲା । ତେବେ ବର୍ତ୍ତମାନ ଏହି ଭେଇକିଲରେ କଣ ତ୍ରୁଟି ରହିଛି ତାର ବାସ୍ତବତାକୁ ଇସ୍ରୋ ବୈଜ୍ଞାନିକ ପରୀକ୍ଷା କରାଯିବ । ଏହା ପରେ ପୁଣି ଏହାକୁ ଲଞ୍ଚ କରାଯିବ ବୋଲି ସିଟିଟିସି ନିର୍ଦ୍ଦେଶକ କହିଛନ୍ତି ।

ପ୍ରକାଶ ଥାଉ ଯେ, ଭୁବନେଶ୍ବର ସେଣ୍ଟ୍ରାଲ ଟୁଲ ରୁମ ଓ ଟ୍ରେନିଙ୍ଗ ରୁ ଅନେକ ଗୁଡିଏ ଯନ୍ତ୍ର ତିଆରି କରି ପଠାଯାଇଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ବଲାଂଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ର ପାରା ମେଡିକାଳ କର୍ମଚାରୀ ମାନେ ଆଜି ଆନ୍ଦୋଳନ କୁ ଓହ୍ଲାଇ ଛନ୍ତି । କିଛି ଦିନ ତଳେ କର୍ଯ୍ୟରତ ଜଣେ ନର୍ସଙ୍କୁ ଆକ୍ରମଣ କୁ ବିରୋଧ କରି ଏମନେ ଆଜି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ । ତେବେ ପୋଲିସ ଓ ମେଡିକାଲ କର୍ତୁପକ୍ଷ୍ୟଙ୍କ ପ୍ରତିସୃତି ପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

Body:ବଲାଂଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ର ପାରା ମେଡିକାଳ କର୍ମଚାରୀ ମାନେ ଆଜି ଆନ୍ଦୋଳନ କୁ ଓହ୍ଲାଇ ଛନ୍ତି । କିଛି ଦିନ ତଳେ କର୍ଯ୍ୟରତ ଜଣେ ନର୍ସଙ୍କୁ ଆକ୍ରମଣ କୁ ବିରୋଧ କରି ପ୍ରଥମେ କଲା ବେଜ ପିନ୍ଧି କାମ କରୁଥିବା ବେଳେ ପୋଲିସ ର ନିଷ୍କ୍ରିୟତା କୁ ବିରୋଧ କରି ତଥା ଆକ୍ରମଣ କାରୀଙ୍କୁ ଶୀଘ୍ର ଗିରଫ ଦାବିରେ ଏମାନେ ଆଜି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି । ଯେଉଁଥିରେ ମେଡିକାଲ କଲେଜ ହସ୍ପିଟାଲ ର ସମସ୍ତ ନର୍ସ, ଲେବ କର୍ମଚାରୀ ଓ ଫାର୍ମାସିଷ୍ଟ ସାମିଲ ହୋଇଛନ୍ତି । ତେବେ ଗତ ଦଶ ଦିନ ତଳେ ଏଠିକାର ଆଇସିୟୁରେ ଚିକିତ୍ସା ଧଇଁ ଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ମାନେ ସେଠି ଉପସ୍ଥିତ ଥିବା ନର୍ସ ମାନଙ୍କୁ ଆକ୍ରମଣ କରିଥିଲେ । ଯାହାର ବଲାଂଗୀର ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଯେଉଁଥିରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଥିଲା । ସେପଟେ ଅନ୍ୟ ମାନଙ୍କ ଶୀଘ୍ର ଗିରଫ କରିବାର ଏମାନେ ଦାବି କରିଥିବା ସହ ଏହି ଆନ୍ଦୋଳନ କରିଛନ୍ତି । ତେବେ ପୋଲିସ ଓ ମେଡିକାଲ କର୍ତୁପକ୍ଷ୍ୟଙ୍କ ସାତ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ର ପ୍ରତିସୃତି ପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଏବଂ ଆଗମ8 ଦିନରେ ପୋଲିସ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ ନକଲେ ଏହି ଆନ୍ଦୋଳନ ପୁଣି ହେବ ବୋଲି ଏହି ପାରା ମେଡିକାଲ କର୍ମଚାରି କହିଛନ୍ତି ।
ବାଇଟ ଭବାନୀ ନନ୍ଦ ସମ୍ପାଦକ ପାରା ମେଡିକାଲ ସଂଘ
ବାଇଟ ଏନ ଆଚାର୍ଯ୍ୟ ସୁପରିଟେଣ୍ଡ3ନଟ ମେଡିକାଲ କଲେଜ
ବାଇଟ ଶ୍ରୀମନ୍ତ ବାରିକ ଏସ ଡି ପି ଓ ବଲାଂଗୀର

Conclusion:
Last Updated : Jul 15, 2019, 7:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.