ETV Bharat / city

Vegetable Price Today: ପକେଟକୁ ବାଧୁଛି ପରିବା ଦର, ଜାଣନ୍ତୁ କେଉଁଠି କେତେ ?

author img

By

Published : May 29, 2022, 10:22 AM IST

ରୋଷେଇ ଶାଳ ଉପରେ ମହଙ୍ଗା ମାଡ । ବଜାରରେ ଆକାଶ ଛୁଆଁ ହୋଇଛି ପରିବା ଦର । ଲେମ୍ବୁର ଦାମ ସାଧାରଣ ଲୋକଙ୍କ ବଜେଟକୁ ଖଟ୍ଟା କରିଥିବା ବେଳେ ଗୃହିଣୀଙ୍କୁ ଟେନସନ ଦେଉଛି ଟମାଟୋ । ତେବେ ଆସନ୍ତୁ ଜାଣିବା ଆଜି ଓଡ଼ିଶା ବଜାରରେ ପରିବା ଦର କେତେ ରହିଛି ?

Vegetable Price Today: ପକେଟକୁ ବାଧୁଛି ପରିବା ଦର, ଜାଣନ୍ତୁ କେଉଁଠି କେତେ ?
Vegetable Price Today: ପକେଟକୁ ବାଧୁଛି ପରିବା ଦର, ଜାଣନ୍ତୁ କେଉଁଠି କେତେ ?

ଭୁବନେଶ୍ବର: କମିବାର ନାଁ ନେଉନି ପରିବା ଦର । ଗତକିଛି ଦିନ ଧରି ପନିପରିବା ଦରରେ ଅହେତୁକ ବୃଦ୍ଧି ଗରିବଠୁ ମଧ୍ୟବିତ୍ତ ସମସ୍ତଙ୍କୁ କରିଛି ଅସ୍ତବ୍ୟସ୍ତ । ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପରେ ପରିବା ଦରରେ ମଧ୍ୟ ବୃଦ୍ଧି ଘଟିଛି । ପରିବା ଦର ଏବେ ଗ୍ରାହକଙ୍କ ପକେଟ ଜାଳୁଛି । ପରିବା ଦର ଦେଖି ଗ୍ରାହକ ୧ କେଜି ବଦଳରେ ୨୫୦ ଗ୍ରାମ ପରିବା ଆଣୁଛନ୍ତି । ଲେମ୍ବୁର ଦାମ ସାଧାରଣ ଲୋକଙ୍କ ବଜେଟକୁ ଖଟ୍ଟା କରିଛି । ସେପଟେ ଗୃହିଣୀଙ୍କୁ ଟେନସନ ଦେଉଛି ଟମାଟୋ । ରୋଷେଇ ଘର ଉପରେ ମହଙ୍ଗା ମାଡ଼ ହୋଇଛି । ଗତକାଲି ବ୍ରହ୍ମପୁର ସହରରେ ସବୁଠୁ ଅଧିକ ପୋଟଳ ଦର କିଲୋ ପ୍ରତି ୧୦୦ ଟଙ୍କା ଥିବା ଦେଖିବାକୁ ମିଳିଥିଲା । ତେବେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ?

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.