ETV Bharat / city

Vegetable Price: କେଉଁଠି କେତେ ରହିଛି ଆଜିର ପରିବା ଦର ?

author img

By

Published : Aug 6, 2022, 7:41 AM IST

Updated : Aug 6, 2022, 8:51 AM IST

ରାଜ୍ୟର ପ୍ରମୁଖ ସହରରେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ?

Etv BharatVegetable Price: କେଉଁଠି କେତେ ରହିଛି ଆଜିର ପରିବା ଦର ?

ଭୁବନେଶ୍ବର: କିଛି ଦିନ ଧରି ପନିପରିବା ଦରରେ ଅହେତୁକ ବୃଦ୍ଧି ସମସ୍ତଙ୍କୁ ପ୍ରଭାବିତ କରୁଛି । ବଜାରକୁ ଗଲେ ପକେଟ ଖାଲି ହେଉଛି ହେଲେ ପରିବାରରେ ଭର୍ତ୍ତି ହେଉନି ବ୍ୟାଗ୍ । ଦର ଦେଖି ଗ୍ରାହକ କେଜି ବଦଳରେ ୨୫୦ ଗ୍ରାମ ପରିବା ଆଣୁଛନ୍ତି । ଟମାଟୋ ଦର କମିଛି ସଜନା ଛୁଇଁ, ପୋଟଳ ଆଦି ଅନେକ ପନିପରିବା ଦର 50 ପାର କରିଛି । ରାଜ୍ୟର ପ୍ରମୁଖ ସହରରେ ସଜନା ଛୁଇଁ ଏବଂ ବିନ୍ ମୂଲ୍ୟ ସବୁଠୁ ଅଧିକ ରହିଥିବା ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ?

Last Updated : Aug 6, 2022, 8:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.