ETV Bharat / city

Vegetable Price Today: ଜାଣନ୍ତୁ ଆଜି କଣ ରହିଛି ପରିବା ଦର ? - ଆକାଶ ଛୁଆଁ ପନିପରିବା ଦରଦାମ

ହାଣ୍ଡିଶାଳକୁ ମହଙ୍ଗା ମାଡ । ବଜାରରେ ଆକାଶ ଛୁଆଁ ହୋଇଛି ପରିବା ଦର । ଲେମ୍ବୁର ଦାମ ସାଧାରଣ ଲୋକଙ୍କ ବଜେଟକୁ ଖଟ୍ଟା କରିଥିବା ବେଳେ ଗୃହିଣୀଙ୍କ ଟେନସନ ବଢାଇଛି ଟମାଟୋ । ତେବେ ଆସନ୍ତୁ ଜାଣିବା ଆଜି ଓଡ଼ିଶା ବଜାରରେ ପରିବା ଦର କେତେ ରହିଛି ?

Vegetable Price Today: ପକେଟକୁ ବାଧୁଛି ପରିବା ଦର, ଜାଣନ୍ତୁ ଦରଦାମ

author img

By

Published : Jun 4, 2022, 7:39 AM IST

Updated : Jun 4, 2022, 9:19 AM IST

ଭୁବନେଶ୍ବର: ବଜାରରେ ଆକାଶ ଛୁଆଁ ହୋଇଛି ଦରଦାମ । ପେଟ୍ରୋଲ ଡିଜେଲଠୁ ନେଇ ଅତ୍ୟାବଶ୍ୟକ ସାମଗ୍ରୀର ମଧ୍ୟ ଦର ବଢିଛି । ବାଦ୍‌ ପଡିନି ପନିପରିବା । ପରିବା ଦର ବୃଦ୍ଧି ଗ୍ରାହକଙ୍କ ପକେଟ ଜାଳୁଛି । ଦର ଦେଖି ଗ୍ରାହକ ୧ କେଜି ବଦଳରେ ୨୫୦ ଗ୍ରାମ ପରିବା ଆଣୁଛନ୍ତି । ମଧ୍ୟବିତ୍ତ ପରିବାରଙ୍କ ଅବସ୍ଥା ଏପରି ଥିବା ବେଳେ ଗରିବ ଶ୍ରେଣୀଙ୍କ କଥା ନ କହିବା ଭଲ । ଅହେତୁକ ଦର ବୃଦ୍ଧି ସେମାନଙ୍କୁ ଅସ୍ତବ୍ୟସ୍ତ କରିଛି । ଆଗରୁ ଯେଉଁ ସାପ୍ତାହିକ ହାଟରେ ଗ୍ରାହକଙ୍କ ଭିଡ଼ ଜମୁଥିଲା ଏବେ ତାହା ଖାଁ ଖାଁ ହୋଇଛି । ପରିବା ପାଇଁ ବଜାରକୁ ଗଲେ ପକେଟ ଖାଲି ହେଉଛି ହେଲେ ବ୍ୟାଗ ଭର୍ତ୍ତି ହେଉନାହିଁ । ଲେମ୍ବୁର ଦାମ ସାଧାରଣ ଲୋକଙ୍କ ବଜେଟକୁ ଖଟ୍ଟା କରିଛି । ସେପଟେ ଗୃହିଣୀଙ୍କ ଟେନସନ ବଢାଇ ଛି ଟମାଟୋ । ହାଣ୍ଡିଶାଳକୁ ମହଙ୍ଗା ମାଡ଼ ହୋଇଥିବା ବେଳେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ?

ଜାଣନ୍ତୁ ଆଜି କଣ ରହିଛି ପରିବା ଦର
ଜାଣନ୍ତୁ ଆଜି କଣ ରହିଛି ପରିବା ଦର
କଟକରେ କେତେ ରହିଛି ପନିପରିବା ଦର ?

Last Updated : Jun 4, 2022, 9:19 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.