ETV Bharat / city

ଦୂତିଙ୍କୁ ପୁରସ୍କୃତ କଲା କିଟ ବିଶ୍ଵବିଦ୍ୟାଳୟ - duti

ଇଟାଲୀର ନେପୋଲି ଠାରେ ଆୟୋଜିତ ହେଉଥିବା ୱାଲ୍ଡ ୟୁନିଭର୍ସିଟି ଗେମରେ ଦୂତି ସ୍ବର୍ଣ୍ଣ ଜିତିବା ପରେ ତାଙ୍କୁ କିଟ ବିଶ୍ଵବିଦ୍ୟାଳୟ ତରଫରୁ ପୁରସ୍କୃତ କରାଯାଇଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ୱର
author img

By

Published : Jul 16, 2019, 3:10 PM IST

Updated : Jul 16, 2019, 4:41 PM IST

ଭୁବନେଶ୍ବର: ପୁଣି ଦେଶ ପାଇଁ ଗର୍ବ ଆଣିଛନ୍ତି ଓଡିଆ ଝିଅ ଦୂତି ଚାନ୍ଦ । ନିକଟରେ ଇଟାଲୀର ନେପୋଲି ଠାରେ ଆୟୋଜିତ ହେଉଥିବା ୱାଲ୍ଡ ୟୁନିଭର୍ସିଟି ଗେମରେ ଦୂତି ସ୍ବର୍ଣ୍ଣ ଜିତିବା ପରେ ତାଙ୍କୁ କିଟ ବିଶ୍ଵବିଦ୍ୟାଳୟ ତରଫରୁ ପୁରସ୍କୃତ କରାଯାଇଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ୱର

କିଛିଦିନ ତଳେ ଇଟାଲୀରେ ଆୟୋଜିତ ହେଉଥିବା ଉପରୋକ୍ତ ଗେମର 100 ମିଟର ଦୌଡରେ ଦୂତି ସ୍ବର୍ଣ୍ଣ ଜିତିଛନ୍ତି । ମାତ୍ର 11.32 ସେକେଣ୍ଡରେ ଲକ୍ଷ୍ୟ ସ୍ଥିର କରି ଗୋଲ୍ଡ ମେଡାଲ ଜିତିବାରେ ଦେଶର ପ୍ରଥମ ଖେଳାଳି ହୋଇଛନ୍ତି ଦୂତି ।

ଏହାସହ ଦୂତି ଜଣେ ଏମିତି ଖେଳାଳି, ଯିଏ ନିଜ ରେକର୍ଡକୁ ନିଜେ 15 ଥର ଭାଙ୍ଗିଛନ୍ତି । ଗତକାଲି ଦୂତି ଓଡିଶା ଫେରିବା ପରେ ଆଜି କିଟ ବିଶ୍ବ ବିଦ୍ୟାଳୟ ଦୂତିଙ୍କୁ ସାମୂହିକ ଭାବେ ପୁରସ୍କୃତ କରାଯାଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଦୁତି କୁ ପୁରସ୍କୃତ କଲା କୀଟ ବିଶ୍ଵ ବିଦ୍ୟାଳୟ

Body:ଓଡିଶା ର ଝିଅ ଦୁତି ଜଣେ ଏମିତି ଖେଳାଳି ଯିଏ ନିଜର ରେକର୍ଡ କୁ ନିଜେ 15 ଥର ଭାଙ୍ଗିଛନ୍ତି। କିଛି ଦିନ ପୂର୍ବ ରୁ ଇଟାଲୀ ର ନେପୋଲି ଠାରେ ୱାଲଡ଼ ୟୁନିଭରସିଟି ଗେମ ର 100 ମିଟର ରେ ଦୁତି ଗୋଲଡ଼ ମେଡାଲ ଆଣିଛନ୍ତି। 11.32 ରେ ନିଜର 100 ମିଟର ଦୌଡ଼ ରେ ଶେଷ କରି ଗୋଲଡ଼ ମେଡାଲ ଆଣି ଭାରତ ର ପ୍ରଥମ ଖେଳାଳି ହୋଇଛନ୍ତି। ଗତ କାଲି ଦୁତି ଓଡିଶା ଫେରିବା ପରେ ଆଜି କୀଟ ବିଶ୍ୱ ବିଦ୍ୟାଳୟ ଦୁତି ଙ୍କୁ ସାମୁହିକ ଭାବ ରେ ପୁରସ୍କୃତ କରାଯାଇଛି।

Conclusion:
Last Updated : Jul 16, 2019, 4:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.