ETV Bharat / city

ବେଆଇନ ଖଣି ଦୁର୍ନୀତି ମାମଲା: STF ନିକଟରେ ହାଜର ହେଲେ ଖୋର୍ଦ୍ଧା ତହସିଲଦାର ଓ IIC - bhubaneswar news

ଏସଟିଏଫ ସ୍କାନରରେ ଖୋର୍ଦ୍ଧା ତହସିଲଦାର ଶୁଭେନ୍ଦ୍ର ସାମଲ ଓ ସଦର ଆଇଆଇସି ବିକ୍ରମ କେଶରୀ ଜେନା । ବେଆଇନ ଖଣି ଖନନ ମାମଲାରେ ନୋଟିସ ଆଧାରରେ ହାଜର ହୋଇଛନ୍ତି ଏହି ଦୁଇ ଅଧିକାରୀ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 17, 2019, 12:42 PM IST

ଭୁବନେଶ୍ବର: ଏସଟିଏଫରେ ହାଜର ହେଲେ ଖୋର୍ଦ୍ଧା ତହସିଲଦାର ଶୁଭେନ୍ଦ୍ର ସାମଲ ଓ ସଦର ଆଇଆଇସି ବିକ୍ରମ କେଶରୀ ଜେନା । ବେଆଇନ ଖଣି ଖନନ ମାମଲାରେ ନୋଟିସ ଆଧାରରେ ହାଜର ହୋଇଛନ୍ତି ଏହି ଦୁଇ ଅଧିକାରୀ ।

ପୂର୍ବରୁ ବେଆଇନ ଖଣି ମାମଲାରେ ଏସଟିଏଫ ଅନେକ ଅପରାଧୀଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ଲିଙ୍କରେ ଦୁଇ ଅଧିକାରୀଙ୍କୁ ଆଜି ଜେରା କରିବ ଏସଟିଏଫ ଟିମ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
ତେବେ କିପରି ଏତେଦିନ ଧରି ସେଠାରେ ବେଆଇନ ଖଣି ଖନନ ଭଳି କାର୍ଯ୍ୟ ଚାଲୁଥିଲେ ବି ଏମାନେ ଚୁପ ରହିଥିଲେ । ଏହା ପଛର କାରଣ କଣ ସେ ସମ୍ପର୍କରେ ଖୋଳତାଡ କରିବ ଏସଟିଏଫ ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:ବେଆଇନ ଖଣି ଦୁର୍ନିତି ମାମଲା,
ଏସଟିଏଫରେ ଖୋର୍ଦା ତହସିଲଦାର,ଆଇଆଇସି
Body:
ଏସଟିଏଫରେ ହାଜର ହେଲେ ଖୋର୍ଦା ତହସିଲଦାର ଶୁଭେନ୍ଦ୍ର ସାମଲ ଓ ସଦର ଆଇଆଇସି ବିକ୍ରମ କେଶରି ଜେନା। ବେଆଇନ ଖଣି ଖନନ ମାମଲାରେ ନୋଟିସ ଆଧାରରେ ହାଜର ହୋଇଛନ୍ତି ଦୁଇ ଅଧିକାରି। ପୁର୍ବରୁ ବେଆଇନ ଖଣି ମାମଲାରେ ଏସଟିଏଫ ଅନେକ ଅପରାଧିଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଲିଙ୍କରେ ଦୁଇ ଅଧିକାରିଙ୍କୁ ଆଜି ଜେରା କରୁବ ଏସଟିଏଫ ଟିମ। ତେବେ କିପରି ଏତେଦିନ ଧରି ସେଠାରେ ବେଆଇନ ଖଣି ଖନନ ଭଳି କାର୍ଯ ଚାଲୁଥିଲେ ବି ଏମାନେ ଚୁପ ରହିଥିଲେ। ଏହା ପଛର କାରଣ କଣ ସେ ସମ୍ପର୍କରେ ଖୋଳତାଡ କରିବ ଏସଟିଏଫ ଟିମConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.