ETV Bharat / city

ମଶାଣୀରେ ମାଲେମାଲ, ପ୍ରତିଦିନ ଲକ୍ଷଲକ୍ଷ କାରବାର ! - କମିସନରେଟ ପୋଲିସର ଚଢାଉ

ରାଜଧାନୀର ଭରତପୁର ମଶାଣିରେ ଜୁଆ ଆଡ୍ଡା ଉପରେ କମିସନରେଟ ପୋଲିସର ଚଢାଉ । ୧୫ ଜଣ ଗିରଫ ।

ଡିଜାଇନ ଫଟୋ
author img

By

Published : Sep 29, 2019, 11:05 PM IST

ଭୁବନେଶ୍ବର: ମଶାଣୀ ଭିତରେ ଲକ୍ଷ ଲକ୍ଷ ଟଙ୍କା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ରାଜଧାନୀର ଏମିତି ଏକ ମଶାଣି । ଯେଉଁଠି ଚାଲୁଥିଲା ଲକ୍ଷ ଲକ୍ଷ ଟଙ୍କାର କାରବାର। ରାଜଧାନୀର ଭରତପୁର ମଶାଣିରେ ଚାଲିଥିଲା ଏପରି କାରବାର।

ସ୍ଥାନୀୟ କିଛି ଯୁବକ ମିଶି ନିତିଦିନ ଜୁଆ ଖେଳୁଥିଲେ । ଜୁଆ ଖେଳରୁ ହେଉଥିଲେ ମାଲେମାଲ। ଦୀର୍ଘଦିନ ହେବ ଜୁଆ ଖେଳରେ ମାତୁଥିଲେ ୧୦ରୁ ଊର୍ଦ୍ଧ୍ବ ଜୁଆଡି। ଏନେଇ ଖବର ପାଇ ଚଢାଉ କରିଥିଲା କମିସନରେଟ ପୋଲିସ । ଚଢାଉବେଳେ ୧୫ ଜଣକୁ ଗିରଫ କରିଛି କମିସନରେଟ ପୋଲିସ । ଗିରଫ ସମସ୍ତଙ୍କୁ ଖଣ୍ଡଗିରି ଥାନା ପୋଲିସ କୋର୍ଟ ଚାଲାଣ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ମଶାଣି ରେ ମାଲେମାଲ,
ନିତିଦିନ ଲକ୍ଷ ଲକ୍ଷ କାରବାରBody:

ମଶାଣି ଭିତରେ ଲକ୍ଷ ଲକ୍ଷ ଟଙ୍କା।ଶୁଣିବାକୁ ଆଶ୍ଚର୍ଯ ଲାଗୁଥାଇପାରେ ।କିନ୍ତୁ ଘଟଣା ନିରାଟ ସତକଥା।ଜାଣିଲେ ଆଶ୍ଚର୍ଯ ହେବେ ରାଜଧାନୀର ଏମିତି ଏକ ମଶାଣି ।ଯେଉଁଠି ଚାଲୁଥିଲା ଲକ୍ଷ ଲକ୍ଷ ଟଙ୍କାର କାରବାର।ରାଜଧାନିର ଭରତପୁର ମଶାଣିର ଚାଲିଥିଲା ଏପରି କାରବାର।ସ୍ଥାନିୟ କିଛି ଯୁବକ ମିଶି ନିତିଦିନ ଖେଳୁଥିଲେ ଜୁଆ।ଜୁଆ ଖେଳରୁ ହେଉଥିଲେ ମାଲେମାଲ।ଦିର୍ଘଦିନ ଧରି ଜୁଆ ଖେଳରେ ମାତୁଥିଲେ ୧୦ରୁ ଉର୍ଧ ।ଏନେଇ ଖବର ପାଇ ରେଡ ବେଳେ ୧୫ ଜଣକୁ ଗିରଫ କରିଛି କମିସନରେଟ ପୋଲିସ।ଗିରଫ ପରେ କୋର୍ଟ ଚାଲାଣ କରିଛି ଖଣ୍ଡଗିରି ଥାନା ପୋଲିସ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.