ETV Bharat / city

କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ୨୦ତମ ଜାତୀୟ ପାରା ଆଥଲେଟିକ୍‌ ଚାମ୍ପିୟନସିପ - ଜାତୀୟ ପାରା ଆଥଲେଟିକ୍‌ ଚାମ୍ପିୟନସିପ

କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ୨୦ତମ ଜାତୀୟ ପାରା ଆଥଲେଟିକ ଚାମ୍ପିଅନସିପ ୨୦୨୨ । ପ୍ରଥମ ଥର ପାଇଁ ଓଡ଼ିଶାରେ ଏହି ପ୍ରତିଯୋଗିତା ଖେଳାଯାଉଛି । ଅଧିକ ପଢନ୍ତୁ

Kalinga Stadium hosts 20th National Para-Athletics Championships
କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ୨୦ତମ ଜାତୀୟ ପାରା ଆଥଲେଟିକ୍‌ ଚାମ୍ପିୟନସିପ
author img

By

Published : Mar 28, 2022, 10:44 PM IST

Updated : Mar 29, 2022, 6:59 AM IST

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ୨୦ତମ ଜାତୀୟ ପାରା ଆଥଲେଟିକ ଚାମ୍ପିଅନସିପ ୨୦୨୨ । ପ୍ରଥମ ଥର ପାଇଁ ଓଡ଼ିଶାରେ ଏହି ପ୍ରତିଯୋଗିତା ଖେଳାଯାଉଛି। ଏହି ପ୍ରତିଯୋଗିତାରେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଖେଳାଳି ଅଂଶଗ୍ରହଣ କରିଛନ୍ତି । ୭୫୮ ଜଣ ଭିନ୍ନକ୍ଷମ, ୧୫୩ ଦୃଷ୍ଟିହୀନ ଖେଳାଳିଙ୍କ ସମେତ ମୋଟ ୧୨୦୦ ପ୍ରତିଯୋଗୀ ସାମିଲ ହୋଇଛନ୍ତି । ୨୦୦ ଅଫିସିଆଲ୍‌ ଓ ୧୫୦ ଜଣ ସ୍ବେଚ୍ଛାସେବୀ ଖେଳ ପରିଚାଳନା କରୁଛନ୍ତି।

କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ୨୦ତମ ଜାତୀୟ ପାରା ଆଥଲେଟିକ୍‌ ଚାମ୍ପିୟନସିପ

ସୋମବାରଠୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଆସନ୍ତା ୩୧ ତାରିଖ ଯାଏଁ ଚାଲିବ। । ଏହି ପ୍ରତିଯୋଗିତାରେ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ନବନିର୍ବାଚିତ ଭୁବନେଶ୍ବର ମେୟର ସୁଲୋଚନା ଦାସ, ଭାରତୀୟ ପାରାଲମ୍ପିକ୍‌ ସଂଘର ଅଧ୍ୟକ୍ଷା ଦୀପା ମଲ୍ଲିକ, କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ପ୍ରମୁଖ ଯୋଗଦେଇଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Mar 29, 2022, 6:59 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.