ETV Bharat / city

କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବେଲଜିୟମର ବୈଜ୍ଞାନିକ ଏରିକ ଜେକ୍ୟୁମିନଙ୍କୁ ସମ୍ମାନିତ - ଏରିକ ଜେକ୍ୟୁମିନଙ୍କୁ ସମ୍ମାନିତ

କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବେଲଜିୟମର ବିଶିଷ୍ଟ ବୈଜ୍ଞାନିକ ଏରିକ ଜେକ୍ୟୁମିନଙ୍କୁ ସମ୍ମାନିତ କରାଯାଇଛି । ଅଧିକ ଖବର ପଢନ୍ତୁ...

କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବେଲଜିୟମର ବୈଜ୍ଞାନିକ ଏରିକ ଜେକ୍ୟୁମିନଙ୍କୁ ସମ୍ମାନିତ
କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବେଲଜିୟମର ବୈଜ୍ଞାନିକ ଏରିକ ଜେକ୍ୟୁମିନଙ୍କୁ ସମ୍ମାନିତ
author img

By

Published : Nov 27, 2019, 3:56 AM IST

ଭୁବନେଶ୍ବର: କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବେଲଜିୟମର ବିଶିଷ୍ଟ ବୈଜ୍ଞାନିକ ଏରିକ ଜେକ୍ୟୁମିନଙ୍କୁ ସମ୍ମାନିତ କରାଯାଇଛି । ୟୁନେସ୍କୋ କଳିଙ୍ଗ ପୁରସ୍କାର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ବିଜ୍ଞାନକୁ ଲୋକପ୍ରିୟ କରାଇଥିବାରୁ ଏରିକ ଜେକ୍ୟୁମିନଙ୍କୁ ୟୁନେସ୍କୋ କଳିଙ୍ଗ ପୁରସ୍କାର ପ୍ରଦାନ କରାଯାଇଛି । ଏରିକ ଏବେ ୪ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି । ୧୯୫୧ ମସିହାରେ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କଳିଙ୍ଗ ପୁରସ୍କାର ପ୍ରତିଷ୍ଠା କରିଥିଲେ ।

ପ୍ରଥମେ କଳିଙ୍ଗ ପରେ ୟୁନେସ୍କୋ କଳିଙ୍ଗ ପୁରସ୍କାର ନାମରେ ଏହା ପ୍ରଚଳିତ ହୋଇ ଆସୁଛି । ପ୍ରତି ୨ ବର୍ଷରେ ଥରେ ଏହି ପୁରସ୍କାର ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମରେ କଳିଙ୍ଗ ପୁରସ୍କାରର ଟ୍ରଷ୍ଟି ପ୍ରଫୁଲ ସାମଲ, ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବେଲଜିୟମର ବିଶିଷ୍ଟ ବୈଜ୍ଞାନିକ ଏରିକ ଜେକ୍ୟୁମିନଙ୍କୁ ସମ୍ମାନିତ କରାଯାଇଛି । ୟୁନେସ୍କୋ କଳିଙ୍ଗ ପୁରସ୍କାର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି Body:। ବିଜ୍ଞାନକୁ ଲୋକପ୍ରିୟ କରାଇଥିବାରୁ ଏରିକ ଜେକ୍ୟୁମିନଙ୍କୁ ୟୁନେସ୍କୋ କଳିଙ୍ଗ ପୁରସ୍କାର ପ୍ରଦାନ କରାଯାଇଛି । ଏରିକ ଏବେ ୪ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତିConclusion:୧୯୫୧ ମସିହାରେ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କଳିଙ୍ଗ ପୁରସ୍କାର ପ୍ରତିଷ୍ଠା କରିଥିଲେ । ପ୍ରଥମେ କଳିଙ୍ଗ ପରେ ୟୁନିସ୍କୋ କଳିଙ୍ଗ ପୁରସ୍କାର ନାମରେ ଏହା ପ୍ରଚଳିତ ହୋଇ ଆସୁଛି । ପ୍ରତି ୨ ବର୍ଷରେ ଥରେ ଏହି ପୁରସ୍କାର ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମରେ କଳିଙ୍ଗ ପୁରସ୍କାରର ଟ୍ରଷ୍ଟି ପ୍ରଫୁଲ ସାମଲ, ପ୍ରମୁଖ ଉପସ୍ଥିତ ଥିଲେ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.