ଭୁବନେଶ୍ବର: ଓସ୍କାର ରେସରୁ ବାଦ ପଡିଲା ଓଡିଆ ଫିଲ୍ମ ‘କାଲିର ଅତୀତ’ । ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ସିନେମାର ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ।
![ଓସ୍କାର ରେସରୁ ବାଦ ପଡିଲା ‘କାଲିର ଅତୀତ’](https://etvbharatimages.akamaized.net/etvbharat/prod-images/11021260_183_11021260_1615823139978.png)
ତେବେ ପରିବେଶ ପରିବର୍ତ୍ତନ ସମ୍ପର୍କରେ ସଚେତନ ଜାରି ରହିବ ବୋଲି ନୀଳମାଧବ ପଣ୍ଡା କହିଛନ୍ତି । ଓସ୍କାର ରେସରେ ଥିବା ଅନ୍ୟ ସିନେମାକୁ ଶୁଭେଚ୍ଛାକୁ ମଧ୍ୟ ଜଣାଇଛନ୍ତି ନାଳମାଧବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ