ETV Bharat / city

ଜୁଏଲଙ୍କୁ ମିଳିଲା ଗୁରୁ ଦାୟିତ୍ବ - ଜୁଏଲଙ୍କୁ ଗୁରୁ ଦାୟିତ୍ବ

ସୁନ୍ଦରଗଡର ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ମିଳିଛି ଗୁରୁ ଦାୟିତ୍ବ । ତାଙ୍କୁ ସଂସଦର ରକ୍ଷା ସମ୍ବନ୍ଧୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ବ ଦିଆଯାଇଛି ।

ଫାଇଲ ଫଟୋ
author img

By

Published : Sep 14, 2019, 4:22 AM IST

ଭୁବନେଶ୍ବର: ସଂସଦର ଉଭୟ ଗୃହ ପାଇଁ ସ୍ଥାୟୀ କମିଟିର ଅଧ୍ୟକ୍ଷ ଓ ସଦସ୍ୟଙ୍କ ସୂଚୀ ଜାରି କରାଯାଇଛି । ଲୋକସଭା ଅଧ୍ୟକ୍ଷ ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ ପକ୍ଷରୁ ଏହି ନିଯୁକ୍ତିକୁ ମଞ୍ଜୁରୀ ମିଳିଛି । ତଦନୁସାରେ ସୁନ୍ଦରଗଡର ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ମିଳିଛି ଗୁରୁ ଦାୟିତ୍ବ । ତାଙ୍କୁ ସଂସଦର ରକ୍ଷା ସମ୍ବନ୍ଧୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ବ ଦିଆଯାଇଛି । ଏନେଇ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି ।

jual-oram-has-appointed-chairperson-of-committe-on-defence
ଫଟୋ ସୌଜନ୍ୟ: ଏଏନଆଇ

ଏହି କମିଟିରେ ଜୁଏଲଙ୍କ ସହ ବିଜେଡି ସାଂସଦ ରାଜଶ୍ରୀ ମଲ୍ଲିକ ମଧ୍ୟ ସ୍ଥାନ ପାଇଛନ୍ତି । ସେହିପରି ରାହୁଲ ଗାନ୍ଧୀ, ଅଭିଷେକ ମନୁ ସିଙ୍ଘଭି ମଧ୍ୟ କମିଟିର ସଦସ୍ୟ ରହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ସୁନ୍ଦରଗଡର ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ମିଳିଛି ଗୁରୁ ଦାୟିତ୍ୱ। ତାଙ୍କୁ ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ବ ଦିଆଯାଇଛି। ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କମିଟିରେ ଜୁଏଲଙ୍କ ସହ ବିଜେଡି ସାଂସଦ ରାଜଶ୍ରୀ ମଲିକ ମଧ୍ୟ ସ୍ଥାନ ପାଇଛନ୍ତି। ସେହିପରି ରାହୁଲ ଗାନ୍ଧୀ, ଅଭିଷେକ ମାନୁ ସାଙ୍ଘଭି ମଧ୍ୟ କମିଟିର ସଦସ୍ୟ ରହିଛନ୍ତି।Body:ହହConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.