ETV Bharat / city

ରାଜଧାନୀରେ ଟଙ୍କା ଓ ଗହଣା ଲୁଟ୍, ସିସିଟିଭିରେ କଏଦ ପୁରା ଘଟଣା - shop

ମାତିଛନ୍ତି ଲୁଟେରା। ଲୁଟୁଛନ୍ତି ଭରିଭରି ଗହଣା ଓ ଟଙ୍କା ପଇସା।ପୋଲିସ ପାଟ୍ରୋଲିଂକୁ ବେଖାତିର ସହ ସିସିଟିଭିକୁ କ୍ୟାମେରାକୁ ଚକମା ଦେଇ କରୁଛନ୍ତି କାରନାମା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର
author img

By

Published : Mar 29, 2019, 1:15 PM IST

ଭୁବେନଶ୍ବର:ସ୍ମାର୍ଟସିଟିରେ ଉତ୍ପାତ ମଚାଉଛନ୍ତି ଲୁଟେରା। ଦିନ ହେଉ କି ରାତି ଲୁଟେରାଙ୍କୁ କିଛି ଫରକ ପଡୁନି। ପୋଲିସ ପାଟ୍ରୋଲିଂକୁ ବେଖାତିର ସହ ସିସିଟିଭିକୁ କ୍ୟାମେରାକୁ ଚକମା ଦେଇ ଲୁଟେରା ଲୁଟି ନେଉଛନ୍ତି ଲକ୍ଷଲକ୍ଷ ଟଙ୍କା ଓ ସୁନଗହଣା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଏଭଳି ଘଟଣା ଘଟିଛି ନୟାପଲ୍ଲୀ ଇନ୍ଦ୍ରଧନୁ ମାର୍କଟରେ ଥିବା ଗୌରି ଜୁଏଲାରୀରେ। ଲୁଟେରାମାନେ ଜୁଏଲାରୀ ଦୋକାନ ସାମ୍ନାରୁ ଲୁଟି ନେଇଛନ୍ତି ୧୫ ଲକ୍ଷରୁ ଉର୍ଦ୍ଦ୍ବ ଟଙ୍କାର ଗହଣା ଓ ଟଙ୍କା। ଯାହାକୁ ନେଇ ଗହଣା ଦୋକାନର ମାଲିକ ଲକ୍ଷ୍ମୀଧର ସୁବୁଦ୍ଧି ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ।

ଏନେଇ ଦୋକାନରେ ଲାଗିଥିବା ସିସିଟିଭ ଫୁଟେଜକୁ ଆଧର କରି ପୋଲିସ ଆରମ୍ଭ କରିଛି ତଦନ୍ତ। ତେବେ ସ୍ଥାନୀୟ ଅଞ୍ଚଳର କେହି ଯୁବକ ଏହି ଚୋର କରିଥିବ ବୋଲି ଦୋକାନୀ ସନ୍ଦେହ କରୁଛନ୍ତି।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦. ୩୦ ମିନିଟ ସମୟରେ ଘଟିଥିଲା ଏହି ଘଟଣା। ଗହଣା ଦୋକାନର ମାଲିକଜଣକ ଦୋକାନ ବନ୍ଦ କରି ଯିବାକୁ ସଟର ଡାଉନ କରୁଥିବା ବେଳେ ପାଖରେ ରଖିଥିବା ଟଙ୍କା ଓ ଗହଣା ବୋଝେଇ ବ୍ୟାଗକୁ ନେଇ ଚମ୍ପଟ ମାରିଥିଲା ଲୁଟେରା।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:

story

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.