ETV Bharat / city

JEE Main Result: ଦିବ୍ୟାଂଶୁ ମାଲୁ ଓଡିଶା ଟପ୍ପର

author img

By

Published : Jul 11, 2022, 12:19 PM IST

ପ୍ରକାଶ ପାଇଲା ୨୦୨୨ JEE (Joint Entrance Examination) ମେନ ସେସନ୍-୧ ପରୀକ୍ଷା ଫଳ । ଓଡିଶାରୁ ଟପ୍ପର ହେଲେ ଦିବ୍ୟାଂଶୁ ମାଲୁ । ଅଧିକ ପଢନ୍ତୁ

JEE Main RESULT:  ଓଡିଶା ଟପ୍ପର ଦିବ୍ୟାଂଶୁ ମାଲୁ

ଭୁବନେଶ୍ବର: ପ୍ରକାଶ ପାଇଲା ୨୦୨୨ JEE (Joint Entrance Examination) ମେନ ସେସନ୍-୧ ପରୀକ୍ଷା ଫଳ । ଓଡିଶାରୁ ଟପ୍ପର ହୋଇଛନ୍ତି ଦିବ୍ୟାଂଶୁ ମାଲୁ । ୯୯.୯୮ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି ଦିବ୍ୟାଂଶୁ ମାଲୁ । ସର୍ବ ଭାରତୀୟ ସ୍ତରରେ ଦିବ୍ୟାଂଶୁ 30 ରାଙ୍କରେ ରହିଥିବା ବେଳେ ଓଡ଼ିଶା ଟପ୍ପର ହୋଇଛନ୍ତି ।

ଦେଶରେ ବିଭିନ୍ନ ଇଂଜିନିୟରିଂ ପାଠ୍ୟକ୍ରମ ଲାଗି ନାମ ଲେଖା ପାଇଁ ଜେଇଇ ମେନ ପରୀକ୍ଷା ଫଳ ପ୍ରକାଶ ପାଇଛି । ଜୁନ୍ ୨୩ରୁ ୨୯ ପର୍ଯ୍ୟନ୍ତ ହୋଇଥିବା ପରୀକ୍ଷାର ରେଜଲ୍ଟ ଆଜି(ସୋମବାର) ପ୍ରକାଶ ପାଇଛି । NTAର ଅଫିସିଆଲ୍ ୱେବସାଇଟ jeemain.nta.nic.inରେ ରେଜଲ୍ଟ ଉପଲବ୍ଧ ହୋଇଛି । ପରୀକ୍ଷାର୍ଥୀମାନେ ଏହି ୱେବସାଇଟକୁ ଯାଇ ନିଜ ପରୀକ୍ଷାଫଳ ଦେଖିପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.