ETV Bharat / city

ତାରା ନାଚିଲେ, ମଞ୍ଚ ଦୁଲୁକିଲା - ଆରମ୍ଭ ହୋଇଛି ପାର୍ବଣ ଋତୁ

ସେ ରାଜନେତା । ପେଶା ରାଜନୀତି । ନିଶା କଳା । ଆଉ ସୁଯୋଗ ପାଇଲା ମାତ୍ରେ ମଞ୍ଚକୁ ଗରମ କରିବାରେ ମାହିର । ଆସିଥିଲେ ଅତିଥି ହୋଇ ନାଚିଲେ କଳାକାର ଭାବେ...ଦେଖନ୍ତୁ ଭାଲୁ ଭାଇଙ୍କ ଜବରଦସ୍ତ ନାଚ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Oct 5, 2019, 7:17 PM IST

କୋରାପୁଟ: ଆରମ୍ଭ ହୋଇଛି ପାର୍ବଣ ଋତୁ । ଧରାପୃଷ୍ଠକୁ ଓହ୍ଲାଇଛନ୍ତି ଜଗତ ଜନନୀ ମା’ ଦୁର୍ଗା । ଶାରଦୀୟ ପୂଜାକୁ ଆହୁରୀ ରଙ୍ଗୀନ କରିବା ପାଇଁ ସବୁଠି ମନୋରଞ୍ଜନର ଆସର । କେଉଁଠି ସଂଗୀତର ତାଳେ ତାଳେ ବିଭୋର ଦର୍ଶକ ତ କେଉଁଠି ମା’ଙ୍କ କଥାବସ୍ତୁକୁ ନେଇ ଭକ୍ତ ଭକ୍ତିରେ ମଗ୍ନ । ଠିକ ଏତିକି ବେଳେ ଜୟପୁର ବାସୀଙ୍କୁ ଧୂମନଚାଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ଶାରଦୀୟ ଦୁର୍ଗାପୂଜାକୁ ନେଇ ଜୟପୁର ସହରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କାର୍ଯ୍ୟକ୍ରମରରେ ଅନେକ ପ୍ରତିଷ୍ଠତ କଣ୍ଠଶିଳ୍ପୀ ଯୋଗଦେଇଥିଲେ । ଆଉ କାର୍ଯ୍ୟକ୍ରମକୁ ଅତିଥି ଭାବେ ଆସିଥିଲେ ସ୍ଥାନୀୟ ବିଧାୟକ ତାର ପ୍ରସାଦ ବାହିନୀପତି । ସାଂକୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବା ମାତ୍ରେ ବିଧାୟକ ତାରା ମଞ୍ଚକୁ ଉଠି ସମ୍ବଲପୁରୀ ଗୀତର ତାଳେତାଳେ ନାଚିବାକୁ ଲାଗିଲେ । ଯାହାକୁ ନେଇ ଉପସ୍ଥିତ ଥିବା ଲୋକ ଢେର ମଜା ନେଇଥିଲେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ଆସିଛି ଦଶହରା । ଜୟପୁର ସହର ଏହି ଉତ୍ସବ ପାଳନ ଅବସରରେ ଯେମିତି ଗହଳ ଚହଳ ହୋଇ ଉଠିଛି , ମଞ୍ଚ ଉପରେ ନାଚ ଗୀତ ର ମାହୋଲ ସେମିତି ମଜାଦାର ହୋଇ ଉଠିଛି । Body:ପୁଣି ତାହା ଯେତେବେଳେ ଜୟପୁର ବିଧାୟକ ତାରାପ୍ରସାଦ ବାହନୀପତିଙ୍କ ନାଚ ହୁଏ , ଦର୍ଶକଙ୍କ ଆନନ୍ଦ କହିଲେ ନସରେ । ଏହି ପରି ଏକ ଦଶହରା ଉତ୍ସବ ମଞ୍ଚରେ ଜୟପୁରର ସୌରା ସାହି ଛକ ସ୍ଥିତ ବାସନ୍ତେଇ ଦେବୀ ମନ୍ଦିର ନିକଟରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀ ବାହିନୀପତି କଟକରୁ ଆସିଥିବା ସୁର ସଙ୍ଗମ ମେଲୋଡିର କଳାକାର ପମି ମିଶ୍ର ଙ୍କ ସହିତ ନାଚି ଉଠିବା ବର୍ତମାନ ଚର୍ଚ୍ଚାର ବୋଷୟ ପାଳଟିଛି ।Conclusion:.......
ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.