ETV Bharat / city

ମହାସପ୍ତମୀ: କମ୍ପୁଛି ପୂଜାମଣ୍ତପ, ଝଲସୁଛି ସହର - nayapali puja madap durga puja

ଆଜି ମା'ଙ୍କ ସପ୍ତମୀ ପୂଜା । ତେବେ ଏହି ଅବସରରେ ଭୁବନେଶ୍ବରସ୍ଥିତ ନୟାପଲ୍ଲୀଠାରେ ମାଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ଚକ୍ଷୁଦାନ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 5, 2019, 10:54 AM IST

ଭୁବନେଶ୍ବର: ଧରାପୃଷ୍ଠକୁ ଅବତରଣ କଲେ ମା । ଆଜି ମାଙ୍କ ସପ୍ତମୀ ପୂଜା । ସୁସଜ୍ଜିତ ବେଶରେ ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା । କେଉଁଠି ସୁବର୍ଣ୍ଣ ଅଳଙ୍କାରରେ ତ ଆଉ କେଉଁଠି ଚାନ୍ଦି ମେଢରେ ଝଲସୁଛନ୍ତି ମା । ତେବେ ଏହି ଅବସରରେ ଭୁବନେଶ୍ବରସ୍ଥିତ ନୟାପଲ୍ଲୀଠାରେ ମାଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ଚକ୍ଷୁଦାନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଜି ଘଟ ସ୍ଥାପନା ସହିତ ମାଙ୍କର ଯଥାବିଧି ପୂର୍ଜାଚ୍ଚନା ଆରମ୍ଭ ହୋଇଛି । ମାଙ୍କର ଟିକେ ଝଲକ ପାଇବା ପାଇଁ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ ଜମିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ମା ଙ୍କ ସପ୍ତମୀ ପୂଜା

Body:ମା ଙ୍କ ସପ୍ତମୀ ପୂଜା

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.