ETV Bharat / city

ଆଇଟିଆଇ ଏବଂ ପଲିଟେକ୍‌ନିକ ହେଉଛି ଦକ୍ଷତା ବିକାଶର ମୂଳଦୁଆ: ସୁବ୍ରତ ବାଗ୍‌ଚୀ

ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ସରକାରଙ୍କ ଭାରତୀୟ ଦକ୍ଷତା ବିକାଶ ସେବାର (ISDS) 40 ଜଣିଆ ଶିକ୍ଷାନବୀଶ ଅଧିକାରୀ । ରାଜୀବ ଭବନରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

author img

By

Published : May 7, 2022, 11:39 AM IST

ଆଇଟିଆଇ ଏବଂ ପଲିଟେକନିକ ହେଉଛି ଦକ୍ଷତା ବିକାଶର ମୂଳଦୁଆ

ଭୁବନେଶ୍ବର: ଓଡିଶା ଗସ୍ତରେ ଅଛନ୍ତି କେନ୍ଦ୍ର ସରକାରଙ୍କ ଭାରତୀୟ ଦକ୍ଷତା ବିକାଶ ସେବା (ISDS)ର 40 ଜଣିଆ ଶିକ୍ଷାନବୀଶ ଅଧିକାରୀ । ରାଜୀବ ଭବନରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ଏହାସହ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ରାଜ୍ୟ ସରକାରଙ୍କ ଦ୍ଵାରା ନିଆଯାଇଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସଂପର୍କରେ ସେମାନଙ୍କୁ ଅବଗତ କରାଇଛନ୍ତି ।

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ କହିଛନ୍ତି ଯେ, ସେମାନେ ନିଜର ପ୍ରତିଭା ଏବଂ ନୂତନ ଚିନ୍ତାଧାରା କରିବେ । ରାଜ୍ୟ ସ୍ଵତନ୍ତ୍ର ପ୍ରାଧାନ୍ୟତା ଦେଉଛନ୍ତି କାରଣ ଦକ୍ଷତା ପଲିଟେକ୍‌ନିକ । ଦକ୍ଷତା ବିକାଶରେ ମହିଳାଙ୍କ ସଂଖ୍ୟା ଜାରି ରଖିଛନ୍ତି ବୋଲି ସେ କହିଛନ୍ତି । ମାଧ୍ୟମରେ ସ୍କିଲ ଇକୋ ସିଷ୍ଟମକୁ ଆହୁରି ସୁଦୃଢ ସରକାର ଆଇଟିଆଇ(ITI) ଏବଂ ପଲିଟେକନିକମାନଙ୍କୁ ବିକାଶର ମୂଳଦୁଆ । ଆଇଟିଆଇ ଏବଂ ବୃଦ୍ଧି କରିବା ପାଇଁ ମଧ୍ୟ ରାଜ୍ୟ ସରକାର ପ୍ରୟାସ ସେହିପରି ତୃଣମୂଳ ସ୍ତରରେ ଦକ୍ଷତା ବିକାଶ କରିବା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ବିଦ୍ୟାଳୟ ସ୍ତରରେ ଦକ୍ଷତା ଭିତ୍ତିଭୂମି ସୁଦୃଢ କରିବା ପାଇଁ ରାଜ୍ୟ ସରକାରଙ୍କ 5T ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ 'ମୋ ସ୍କୁଲ ଅଭିଯାନ'ରେ ରାଜ୍ୟର ପାଖାପାଖି ୫୬,୦୦୦ ସରକାରୀ ବିଦ୍ୟାଳୟର ରୂପାନ୍ତରଣ କରିବା ପାଇଁ ପଦକ୍ଷେପ ନିଆଯାଇଛି ।

ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ତାଲିମ ନିର୍ଦ୍ଦେଶାଳୟ ପାଇଁ ଏହି ସେବା ସ୍ଵତନ୍ତ୍ର ଭାବରେ ସୃଷ୍ଟି କରାଯାଇଛି । ଏହା ଗ୍ରୁପ୍ 'ଏ' ସେବା ଅଟେ । ସଂଘ ଲୋକ ସେବା ଆୟୋଗ (UPSC) ଦ୍ଵାରା ପରିଚାଳିତ ଭାରତୀୟ ଇଞ୍ଜିନିୟରିଂ ସେବା ପରୀକ୍ଷା ମାଧ୍ୟମରେ ଆଇଏସ୍‌ଡିଏସ୍(ISDS) କ୍ୟାଡରର ଅଧିକାରୀଙ୍କୁ ଚୟନ କରାଯାଇଥାଏ । ଏହି ଆଇଏସ୍‌ଏସ୍ ଅଧିକାରୀମାନେ ଦେଶର ସ୍କିଲ ଇକୋ ସିଷ୍ଟମକୁ ସୁଦୃଢ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ । ଏହି ବୈଠକରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.