ETV Bharat / city

ନୂଆବର୍ଷରେ ଭିଜିବ ଓଡିଶା - odisha weather report

ପ୍ରବଳ ଶୀତରେ ଥରୁଛି ସାରା ଓଡିଶା । ରବିବାର ସୋନପୁରରେ 3.4 ଡିଗ୍ରୀକୁ ଖସିଛି ପାରଦ । ସେପଟେ ନୂଆ ବର୍ଷରେ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି ।

It will rain in the new year
ନୂଆବର୍ଷରେ ଭିଜିବ ଓଡିଶା
author img

By

Published : Dec 29, 2019, 8:02 PM IST

ଭୁବନେଶ୍ବର: ପ୍ରବଳ ଶୀତରେ ଥରୁଛି ସାରା ଓଡିଶା । ଏହି କ୍ରମରେ ରବିବାର ସୋନପୁର ସବୁ ରେକର୍ଡକୁ ପଛରେ ପକାଇଛି । ଜିଲ୍ଲାରେ 3.4 ଡିଗ୍ରୀକୁ ଖସିଛି ପାରଦ । ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମ ରହିଛି । ଆହୁରି 2 ଦିନ ଏଭଳି ଥଣ୍ଡା ଲାଗି ରହିବ । ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ବାଲେଶ୍ବର, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, କଟକ, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି ଓ ବଲାଙ୍ଗିର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

It will rain in the new year
ନୂଆବର୍ଷରେ ଭିଜିବ ଓଡିଶା

ସେପଟେ ନୂଆ ବର୍ଷରେ ଭିଜିବ ସାରା ଓଡିଶା । ଜାନୁଆରୀ 1ରୁ 3 ତାରିଖ ଯାଏ କିଛି ଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ ହେବ। ସହ ପାଗ କୋହଲା ରହିବ ଏବଂ ଥଣ୍ଡା ବଢିଯିବ । ଏଭଳି କିଛି ଚିତ୍ର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଦେଇଛି । ସୁନ୍ଦରଗଡ, ଦେବଗଡ଼, ଅନୁଗୁଳ, ବୌଦ୍ଧ, ସୋନପୁର, କଟକ ଭଳି ଜିଲ୍ଲାରେ ବର୍ଷାର ସହ ବିଜୁଳି, ଘଡଘଡି ହେବାର ସମ୍ଭାବନା ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ. ଇଟିଭି ଭାରତ

Intro:ପ୍ରବଳ ଥଣ୍ଡାରେ ଥରୁଛି ଅଧା ଓଡିଶା। ସୋନପୁର ଜିଲ୍ଲା ସବୁ ରେକର୍ଡ଼କୁ ପଛରେ ପକାଇ ପାରଦ ଆଜି 3.4 ଡିଗ୍ରୀକୁ ଖସି ଆସିଛି। ଅଧିକାଂଶ ଜିଲାରେ ତାପମାତ୍ରା କାମ ରହିଛି। ଆଉ ଦୁଇ ଦିନ ଏଭଳି ଥଣ୍ଡା ଲାଗି ରହିବାକୁ ଥିବା ବେଳେ ସେପଟେ ନୂଆ ବର୍ଷରେ ଭିଜିବ ସାରା ଓଡିଶା। 1ରୁ 3 ତାରିଖ ଯାଏ କିଛି ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ହେବ। ପାଗ କୋହଲା ରହିବ। ଥଣ୍ଡା ବଢିଯିବ। ଏଭଳି କିଛି ଚିତ୍ର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଦେଇଛି। ସୁନ୍ଦରଗଡ, ଦେବଗଡ଼, ଅନୁଗୁଳ, ବୌଦ୍ଧ, ସୋନପୁର, କଟକ ଭଳି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ବିଜୁଳି, ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି।Body:କConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.