ETV Bharat / city

ପାଣିକୁ ନେଇ ରାଜନୀତି କରିବା ଠିକ ନୁହେଁ: ପ୍ରତାପ ଦେବ

ଖରସ୍ରୋତା ବିବାଦକୁ ନେଇ ପ୍ରତିକ୍ରିୟା ରଖିଲେ ବିଜେଡି ମୁଖପାତ୍ର ତଥା କେନ୍ଦ୍ରାପଡା ଆଳି ବିଧାୟକ ପ୍ରତାପ କେଶରୀ ଦେବ । ଖରସ୍ରୋତାକୁ ନେଇ ରାଜନୀତି ଠିକ୍ ନୁହେଁ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

ପାଣିକୁ ନେଇ ରାଜନୀତି କରିବା ଠିକ ନୁହେଁ: ପ୍ରତାପ ଦେବ
ପାଣିକୁ ନେଇ ରାଜନୀତି କରିବା ଠିକ ନୁହେଁ: ପ୍ରତାପ ଦେବ
author img

By

Published : Sep 29, 2021, 2:20 PM IST

ଭୁବନେଶ୍ବର: ଖରସ୍ରୋତା ବିବାଦକୁ ନେଇ ପ୍ରତିକ୍ରିୟା ରଖିଲେ ବିଜେଡି ମୁଖପାତ୍ର ତଥା କେନ୍ଦ୍ରାପଡା ଆଳି ବିଧାୟକ ପ୍ରତାପ କେଶରୀ ଦେବ । ଖରସ୍ରୋତାକୁ ନେଇ କୌଣସି ବିବାଦ ନାହିଁ । ଗଣମାଧ୍ୟମରେ ଚା କପରେ ବାତ୍ୟା ସୃଷ୍ଟି କରାଯାଉଛି ବୋଲି ପ୍ରତାପ କହିଛନ୍ତି ।

ପାଣିକୁ ନେଇ ରାଜନୀତି କରିବା ଠିକ ନୁହେଁ: ପ୍ରତାପ ଦେବ

ସେ କହିଛନ୍ତି ଯେ, ଖରସ୍ରୋତାକୁ ନେଇ କୌଣସି ବିବାଦ ନାହିଁ । ଗଣମାଧ୍ୟମରେ ଚା କପରେ ବାତ୍ୟା ସୃଷ୍ଟି କରାଯାଉଛି । କିଛି ଲୋକ ଏହାକୁ ନେଇ ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ଭୁଲ ବୋଲି ପ୍ରମାଣିତ କରିବାକୁ ପ୍ରୟାସ କରୁଛନ୍ତି । ପିଇବା ପାଣି ନେଇ ରାଜ୍ୟସରକାର ଯଦି କୌଣସି ପଦକ୍ଷେପ ନେଉଛନ୍ତି, ତାହା ଯଥାର୍ଥ । ନେବା ଉଚିତ । ଏଥିରେ କିଛି ବି ଭୁଲ ନାହିଁ । ଭାରତ ସ୍ୱାଧୀନତା 75 ବର୍ଷ ପରେ ଯଦି ମହିଳାଙ୍କୁ ନ୍ୟାୟ ଦିଆଯାଇପାରୁନାହିଁ, ଜଣେ ରାଜନୈତିକ ବ୍ୟକ୍ତି ହିସାବରେ ଏହା ଛଡା ଲଜ୍ୟାଜନକ କଥା କିଛି ହୋଇନପାରେ । ଏହା କୌଣସି ଶିଳ୍ପ ପାଇଁ ପାଣି ବ୍ୟବସ୍ଥା ହେଉନି । ଚାଷ ପାଇଁ ମଧ୍ୟ ବ୍ୟବସ୍ଥା ନୁହେଁ । ଏହା ପିଇବା ପାଇଁ ପାଣି ବ୍ୟବସ୍ଥା । ଯାହା ଦ୍ୱାରା ପ୍ରତ୍ୟେକ ଘରେ ପିଇବା ପାଇଁ ପାଣି ଯୋଗାଇ ଦିଆଯିବ । ଲୋକେ ସ୍ୱଚ୍ଛ ଓ ସ୍ୱାସ୍ଥ୍ୟକର ପାଣି ପାଇପାରିବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.