ETV Bharat / city

ସଂଘୀୟ ବ୍ୟବସ୍ଥାରେ ଦରଦାମ ନିୟନ୍ତ୍ରଣ କରିବା ରାଜ୍ୟ ସରକାରଙ୍କର ମଧ୍ୟ ଦାୟିତ୍ୱ - ଦରଦାମ ନିୟନ୍ତ୍ରଣ ମଧ୍ୟ ରାଜ୍ୟ ସରକାରଙ୍କ ଦାୟିତ୍ୱ

ବର୍ତ୍ତମାନର ଦରଦାମ ବୃଦ୍ଧିକୁ ନେଇ ରାଜ୍ୟରେ ରାଜନୀତି ପୁଣି ଜୋରଦାର । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Oct 13, 2022, 10:38 PM IST

ଭୁବନେଶ୍ବର: ବର୍ତ୍ତମାନର ଦରଦାମ ବୃଦ୍ଧିକୁ ନେଇ ରାଜ୍ୟରେ ରାଜନୀତି ପୁଣି ଜୋରଦାର । ଏହାକୁ ନେଇ ଆଜି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, "ସଂଘୀୟ ବ୍ୟବସ୍ଥାରେ ଦରଦାମ ନିୟନ୍ତ୍ରଣ କରିବା ରାଜ୍ୟ ସରକାରଙ୍କର ମଧ୍ୟ ଦାୟିତ୍ୱ ।"

ତୈଳଦର ନିୟନ୍ତ୍ରଣ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ହେଲେ ମୁଖ୍ୟତଃ ପରିବା ଦର, ଅଣ୍ଡା ଦର ଓ ମାଛ ଦର ନିୟନ୍ତ୍ରଣ କରିବା କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ । କିନ୍ତୁ ରାଜ୍ୟ ସରକାର ଏଥିରେ ଫେଲ ହୋଇଛନ୍ତି । ବର୍ତ୍ତମାନ ସମୟରେ ୟୁରୋପୀୟ ଦେଶ ମଧ୍ୟ ଦରଦାମ ନିୟନ୍ତ୍ରଣ କରିପାରୁନାହାନ୍ତି । ହେଲେ ଦେଶର ସ୍ଥିତି ଭଲ ଅଛି । ଅନ୍ୟ ଉପରେ ଦୋଷ ଦେବା ଛାଡି ନିଜ କାମ ପ୍ରଥମେ କରନ୍ତୁ ରାଜ୍ୟ ସରକାର ବୋଲି ବିରୋଧୀ ଦଳନେତା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.