ETV Bharat / city

ଓଡିଶା ଏଫସି ଟିମରେ ଯୋଗଦେଲେ ଜ୍ୟାକବ ଟ୍ରଟ - ଓଡିଶା ଏଫସି ଟିମରେ ଯୋଗଦେଲେ ଜ୍ୟାକବ ଟ୍ରଟ

ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ)ର ସପ୍ତମ ସଂସ୍କରଣ ପୂର୍ବରୁ କ୍ଲବ ଅଷ୍ଟ୍ରେଲୀୟ ସେଣ୍ଟର୍ ବ୍ୟାକ୍ ଜ୍ୟାକବ ଟ୍ରଟ ଓଡିଶା ଏଫସି ଟିମରେ ଯୋଗ ଦେଇଛନ୍ତି । ଶୁକ୍ରବାର ଓଡିଶା ଏଫସି ସହ ଜ୍ୟାକବ ଟ୍ରଟ ଏକ ବର୍ଷର ଚୁକ୍ତି କରିଛନ୍ତି । ଏନେଇ ଓଡିଶା ଏଫସି ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

ଓଡିଶା ଏଫସି ଟିମରେ ଯୋଗଦେଲେ ଜ୍ୟାକବ ଟ୍ରଟ
ଓଡିଶା ଏଫସି ଟିମରେ ଯୋଗଦେଲେ ଜ୍ୟାକବ ଟ୍ରଟ
author img

By

Published : Sep 12, 2020, 2:14 AM IST

ଭୁବନେଶ୍ୱର: ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ)ର ସପ୍ତମ ସଂସ୍କରଣ ପୂର୍ବରୁ କ୍ଲବ ଅଷ୍ଟ୍ରେଲୀୟ ସେଣ୍ଟର୍ ବ୍ୟାକ୍ ଜ୍ୟାକବ ଟ୍ରଟ ଓଡିଶା ଏଫସି ଟିମରେ ଯୋଗ ଦେଇଛନ୍ତି । ଶୁକ୍ରବାର ଓଡିଶା ଏଫସି ସହ ଜ୍ୟାକବ ଟ୍ରଟ ଏକ ବର୍ଷର ଚୁକ୍ତି କରିଛନ୍ତି । ଏନେଇ ଓଡିଶା ଏଫସି ପକ୍ଷରୁ କୁହାଯାଇଛି ।

26 ବର୍ଷୀୟ ଟ୍ରଟ ଜଣେ ଦକ୍ଷ ପ୍ରତିଭା ଯିଏ ଉଭୟ ଡାହାଣ-ପଛ ଏବଂ ସେଣ୍ଟର୍-ବ୍ୟାକ୍ ଭାବରେ ଖେଳିପାରନ୍ତି । ସିଡନୀ ଏଫସିରେ ଖେଳିବାପରେ ସେ କ୍ରମାଗତ ଭାବରେ ଅଷ୍ଟ୍ରେଲିୟ ଏ-ଲିଗରେ ଖେଳୁଥିଲେ ଏବଂ ସିଡନୀ ଏଫସି, ସିଡନୀ ୟୁନାଇଟେଡ, ୱେଲିଙ୍ଗଟନ ଫିନିକ୍ସ, ସଟରଲ୍ୟାଣ୍ଡ ସାର୍କ ଏବଂ ପର୍ଥ ଗ୍ଲୋରି ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି ।

ଡିଫେଣ୍ଡର ଜ୍ୟାକବ ଟ୍ରଟଙ୍କୁ ସ୍ୱାଗତ କରି ହେଡ କୋଚ ଷ୍ଟୁଆର୍ଟ ବକ୍ସର କହିଛନ୍ତି, ‘ଜ୍ୟାକବଙ୍କୁ ଗ୍ରହଣ କରି ଆମେ ଖୁସି । ସେ ଜଣେ ଶକ୍ତିଶାଳୀ ଖେଳାଳୀ ଯିଏ ଆଗକୁ ନେଇ ପାରିବେ ।

କ୍ଲବରେ ଯୋଗଦେବା ପରେ ଜ୍ୟାକବ ଟ୍ରଟ କହିଛନ୍ତି, ଓଡିଶା ଏଫସିରେ ଏହି ସୁଯୋଗ ପାଇଁ ମୁଁ ଉତ୍ସାହିତ ଏବଂ କୃତଜ୍ଞ। ଆଗାମୀ ସିଜନରେ କ୍ଲବର ସଫଳତା ପାଇଁ କାମ କରିବାକୁ ଉତ୍ସାହିତ। ”

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.