ETV Bharat / city

ନଭେମ୍ବର ନିଷ୍ପତ୍ତିରୁ ଓହରିଲା ଇସ୍କନ, ଗୋଟିଏ ତିଥିରେ ହେବ ରଥଯାତ୍ରା

ନିଜର ବିବାଦୀୟ ବୟାନ ସହ ନଭେମ୍ବରରେ ରଥାଯାତ୍ରା ପାଳନ କରିବା ପାଇଁ ଘୋଷଣା କରିଥିଲେ ଲୁଧିଆନା ଇସ୍କନ । ଯାହାକୁ ନେଇ ଲୁଧିଆନ ଇସ୍କନ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଆଉ ଏବେ ଏହି ନିଷ୍ପତ୍ତିରୁ ଓହରିଛି ଇସ୍କନ ।

author img

By

Published : Sep 9, 2019, 11:39 PM IST

ନଭେମ୍ବରରେ ରଥଯାତ୍ରା କରିବା ନିଷ୍ପତ୍ତିରୁ ଓହରିଲା ଇସ୍କନ

ଭୁବନେଶ୍ବର: ନଭେମ୍ବରରେ ରଥଯାତ୍ରା କରିବା ନିଷ୍ପତ୍ତିରୁ ଓହରିଲା ଇସ୍କନ । ନିଜର ବିବାଦୀୟ ବୟାନ ସହ ନଭେମ୍ବରରେ ରଥାଯାତ୍ରା ପାଳନ କରିବା ପାଇଁ ଘୋଷଣା କରିଥିଲେ ଲୁଧିଆନା ଇସ୍କନ । ଯାହାକୁ ନେଇ ଲୁଧିଆନ ଇସ୍କନ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଆଉ ଏବେ ଏହି ନିଷ୍ପତ୍ତିରୁ ଓହରିଛି ଇସ୍କନ ।

ନଭେମ୍ବରରେ ରଥଯାତ୍ରା କରିବା ନିଷ୍ପତ୍ତିରୁ ଓହରିଲା ଇସ୍କନ
ISKCON ratha yatra hold for this year
ନଭେମ୍ବରରେ ରଥଯାତ୍ରା କରିବା ନିଷ୍ପତ୍ତିରୁ ଓହରିଲା ଇସ୍କନ
ISKCON ratha yatra hold for this year

ଏହାସହ ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥିରେ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ହେବା ନେଇ ସ୍ପଷ୍ଟ କରିଛି ଇସ୍କନ। ଓଡିଶାବାସୀଙ୍କ ଧର୍ମୀୟ ଭାବନାକୁ ସମ୍ମାନ ଜଣାଇ ଏହି ପଦକ୍ଷେପ ନିଆଯାଇଥିବା ପ୍ରେସମିଟ୍‌ରେ ଜଣାଇଇଛନ୍ତି ଭୁବନେଶ୍ବର ଇସ୍କନ ମନ୍ଦିର କର୍ତ୍ତୁପକ୍ଷ ।

ତେବେ ନିକଟରେ ସାରା ବିଶ୍ବରେ ଇସ୍କନ ପାଇଁ ଜଗନ୍ନାଥ ପରିଚୟ ପାଇଥିବା ଅଜବ ଯୁକ୍ତି ବାଢି ଥିଲେ ଲୁଧିଆନାର ଇସ୍କନ କର୍ତ୍ତୃପକ୍ଷ । ଏପରକି କୋଟି କୋଟି ଭକ୍ତଙ୍କ ଭାବାବେଗ ସହ ଜଡିତ ଅଭଡାକୁ ମଧ୍ୟ ଅସ୍ବାସ୍ଥ୍ୟକର କହିଥିଲେ । ଏହାସହ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରଥା, ପରମ୍ପରା ଓ ସଂସ୍କୃତି ତଥା ଜଗନ୍ନାଥ ଚେତନାକୁ ସାରା ବିଶ୍ବରେ ପ୍ରଚାର କରାଇବାରେ ଇସ୍କନର ଏକ ବଡ ଭୂମିକା ରହିଥିବା କହିଥିଲେ କର୍ତ୍ତୃପକ୍ଷ ।

ତେବେ ଶ୍ରୀମନ୍ଦିର ଦ୍ବାଦଶ ଶତାବ୍ଦିରେ ସ୍ଥାପନ ହୋଇଥିବା ବେଳେ 1966 ମସିହାରେ ହିନ୍ଦୁ ଗୌଡିୟ ବୈଷ୍ଣବ ପରମ୍ପରାକୁ ନେଇ ଗଠିତ ଇସ୍କନ ମନ୍ଦିର ପାଇଁ କେମିତି ଜଗନ୍ନାଥ ପରିଚିତ ହେଲେ ବୋଲି ପ୍ରଶ୍ନ ଉଠାଇଛି ଜଗନ୍ନାଥ ସଂସ୍କୃତି ସୁରକ୍ଷାମଞ୍ଚ। ଏହାକୁ ଘୋର ନିନ୍ଦା କରିବା ସହ ଲୁଧିଆନା ମନ୍ଦିର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜଗନ୍ନାଥ ପ୍ରେମୀ । କିନ୍ତୁ ଏହି ଘଟଣାରେ ମୁହଁ ଖୋଲି ନାହାଁନ୍ତି ଭୁବେନଶ୍ବର ଇସ୍କନ କର୍ତ୍ତୃପକ୍ଷ ।

ଏଠାରେ ସୂଚନାଯୋଗ୍ୟ, ପୂର୍ବରୁ ଆସନ୍ତା ନଭେମ୍ବର ମାସରେ ରଥଯାତ୍ରା କରିବାକୁ ଘୋଷଣା କରିଥିଲା ଲୁଧିଆନା ଇସ୍କନ ମନ୍ଦିର । ଯାହାକୁ ନେଇ ଉପୁଜିଥିଲା ବିବାଦ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ପ୍ରଭୁ ଜଗନ୍ନାଥଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ସହ ରଥଯାତ୍ରା ପାଳନ ନେଇ ଘୋଷଣା କରିଥିଲା ଲୁଧିଆନା ଇସ୍କନ ।ଯାହାକୁ ନେଇ ସମଗ୍ର ଓଡ଼ିଶାରେ ବିଭିନ୍ନ ସଂଘଠନ ,ଜଗନ୍ନାଥ ପ୍ରେମି ଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚି ଥିଲା ।ଏବଂ କେତେକ ସ୍ତାନରେ ଲୁଧିଆନ ଇସ୍କନ ବିରୋଧରେ ମାମଲା ରୁଜୁ କରାଯାଇଥିଲା ।ଯାହା ଫଳରେ ଇସ୍କନ ନିଜ ରଥଯାତ୍ରା ନିଷ୍ପତ୍ତିରୁ ଓହରିଲା ଇସ୍କନ । ନଭେମ୍ବର ମାସରେ ରଥଯାତ୍ରା କରିବା ନିଷ୍ପତ୍ତି ରୁ ଓହିରିଛି । Body:ଏହାସହ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ପାଳନ ହେବ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ର ଦିନ ରଥଯାତ୍ରା କରିବା ନେଇ ସ୍ପଷ୍ଟ କରିଛି । ଓଡିଶାବାସୀଙ୍କ ଧର୍ମୀୟ ଭାବନାକୁ ସମ୍ମାନ ଜଣାଇ ଏହି ପଦକ୍ଷେପ ନିଆଯାଇଥିବା ପ୍ରେସବାର୍ତ୍ତା ରେ ଜଣାଇଇଛନ୍ତି ଭୁବନେଶ୍ୱର ଇସ୍କନ ମନ୍ଦିର କର୍ତ୍ତୁପକ୍ଷ ।

କେବଳ ସେତିକି ନୁହେଁ ବରଂ ସାରା ବିଶ୍ୱରେ ଇସ୍କନ ପାଇଁ ଜଗନ୍ନାଥ ପରିଚୟ ପାଇଥିବା ଅଜବ ଯୁକ୍ତି ବାଢି ଥିଲେ ଲୁଧିଆନା ଇସ୍କନ କର୍ତ୍ତୁପକ୍ଷ । ଏପରକି କୋଟି କୋଟି ଭକ୍ତଙ୍କ ଭାବାବେଗ ସହ ଜଡିତ ଅଭଡାକୁ ମଧ୍ୟ ଅସ୍ୱାସ୍ଥ୍ୟକର କହିଥିଲେ ସେ । ମହାପ୍ରଭୁ ଜଗନ୍ନାଥଙ୍କ ପ୍ରଥା, ପରମ୍ପରା ଓ ସଂସ୍କୃତି ତଥା ଜଗନ୍ନାଥ ଚେତନାକୁ ସାରା ବିଶ୍ୱରେ ପ୍ରଚାର କରାଇବାରେ ଇସ୍କନର ରହିଛି ଏକ ବଡ ଭୂମିକା ।

କିନ୍ତୁ ଶ୍ରୀମନ୍ଦିର ଦ୍ବାଦଶ ଶତାବ୍ଦିରେ ସ୍ଥାପନ ହୋଇଥିବା ବେଳେ ମାତ୍ର ୧୯୬୬ ମସିହାରେ ହିନ୍ଦୁ ଗୌଡିୟ ବୈଷ୍ଣବ ପରମ୍ପରାକୁ ନେଇ ଗଠିତ ଇସ୍କନ ମନ୍ଦିର ପାଇଁ କେମିତି ଜଗନ୍ନାଥ ପରିଚିତ ହେଲେ ବୋଲି ପ୍ରଶ୍ନ ଉଠାଇଛି ଜଗନ୍ନାଥ ସଂସ୍କୃତି ସୁରକ୍ଷା ମଂଚ । ଏହାକୁ ଘୋର ନିନ୍ଦା କରିବା ସହ ଲୁଧିଆନା ମନ୍ଦିର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜଗନ୍ନାଥ ପ୍ରେମୀ । କିନ୍ତୁ ଏହି ଘଟଣାରେ ମୁହଁ ଖୋଲି ନାହାଁନ୍ତି ଭୁବେନଶ୍ବର ଇସ୍କନ କର୍ତ୍ତୁପକ୍ଷ ।

Conclusion:ତେବେ ପୂର୍ବରୁ ଆସନ୍ତା ନଭେମ୍ବର ମାସରେ ରଥଯାତ୍ର କରିବାକୁ ଘୋଷଣା କରିଥିଲା ଲୁଧିଆନା ଇସ୍କନ ମନ୍ଦିର । ଯାହାକୁ ନେଇ ଉପୁଜିଥିଲା ବିବାଦ ।ଏହା ସହ ଜଗନ୍ନାଥ ଙ୍କ ଅବଢା ବିଷୟରେ ମଧ୍ୟ ଅଶୋଭନୀୟ ଟିପ୍ପଣୀ କରିଥିଲା ଇସ୍କନ ଲୁଧିଆନ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.